ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ

ଭୁବନେଶ୍ୱର :  ସାଧାରଣ ନିର୍ବାଚନ ପାଖେଇ ଆସୁଛି। ସବୁ ସ୍ଥାନରେ ଭଲ ପ୍ରାର୍ଥୀ ମିଳିବା ସମ୍ଭବ ନୁହେଁ। ତେଣୁ ଯେଉଁମାନଙ୍କର କିଛି ଭୋଟ୍ ବ୍ୟାଙ୍କ ରହିଛି। ସେମାନଙ୍କୁ ଶୃଙ୍ଖଳାଗତ ଆଖି ଦେଖାଯାଉ। ମାତ୍ର ଦୀର୍ଘଦିନ ଧରି ନିଲମ୍ବନ କରା ନ ଯାଉ। ଏହା ଦ୍ୱାରା ଦଳର ଭୋଟ ବ୍ୟାଙ୍କ୍ କ୍ଷତିଗ୍ରସ୍ତ ହେବ। ଏହି କ୍ରମରେ କେତେକ ବରିଷ୍ଠ ନେତାଙ୍କୁ ନେଇ ଥିବା ମନୋମାଳିନ୍ୟ ଦୂର ହେବାରେ ଲାଗିଛି। ନିକଟରେ ନିଲମ୍ବିତ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ … Continue reading ହେଲାଣି ସହମତି, ମୋକ୍କିମ ଏବଂ ଚିରଞ୍ଜୀବଙ୍କ ଉପରୁ ଉଠିବ ନିଲମ୍ବନ