ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..
ଯାଜପୁର : ଯାଜପୁର ଜିଲ୍ଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ନେଇ ଅନିଶ୍ଚିତା ଜାରି ରହିଛି। ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଆଲୋଚନା ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି, ବିରୋଧି ବିଜେପି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ମାତ୍ର ଶାସକ ଦଳ ବିଜେଡି ଆରମ୍ଭରୁ ଏହି ଆସନରେ ଲଗାତର ବିଜୟୀ ହୋଇ ଆସୁଛି। ତେଣୁ ବିଜେଡି ଟିକେଟ୍ … Continue reading ବରୀ ରାଜନୀତି ଚଳଚଞ୍ଚଳ : କେଉଁ ଦଳରୁ କିଏ ହେବ ପ୍ରାର୍ଥୀ…..ସଭିଏଁ ହେଉଛନ୍ତି ବାଉଳା…..
Copy and paste this URL into your WordPress site to embed
Copy and paste this code into your site to embed