କେମିତି କରିବେ ସମାଲୋଚନା, ବାଟ ଖୋଜୁଛନ୍ତି ବିଜେପି-କଂଗ୍ରେସ

ଭୁବନେଶ୍ୱର : ଭି.କେ ପାଣ୍ଡିଆନଙ୍କୁ ଆମେ ବିଧାନସଭାରେ ଆକ୍ରମଣ କରିବୁ। ତାଙ୍କୁ କଳା ପତାକା ଦେଖାଇବୁ। ଆମ ପିଲା କେସ୍ ଖାଇବେ। ଅଫିସର ହୋଇ ରାଜନୀତି କରିବେ କାହିଁକି ବୋଲି ପ୍ରଶ୍ନ କରିବୁ। ଯେତେବେଳେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ, ସେ ସମୟରେ ଆମ ଦଳ ଜାଣିପାରିଲେ ନାହିଁ କାହିଁକି। କେନ୍ଦ୍ରକୁ ଆବେଦନ ଗଲା। ଆମର ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ପୂର୍ବ ପ୍ରଶାସିକା କେମିତି ଟେର ପାଇଲେନି। ହଁ ଆଜ୍ଞା … Continue reading  କେମିତି କରିବେ ସମାଲୋଚନା, ବାଟ ଖୋଜୁଛନ୍ତି ବିଜେପି-କଂଗ୍ରେସ