ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?
ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଚାଲୁଥାଏ। ସେଠାରେ ବସିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଲେ, କେତେ ଜଣ ଦଳିତ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ପୁଣି ପଚାରିଲେ , କେତେ ଜଣ ଆଦିବାସୀ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ଏହା ପରେ ପୁଣି ପଚାରିଲେ କେତେ ଜଣ ଓବିସି ଅଛନ୍ତି। କେହି ଗଣମାଧ୍ୟମ ପ୍ରତିନିଧି ହାତ ଟେକିଲେନି। ଜଣେ ମାତ୍ର କ୍ୟାମେରାମ୍ୟାନ ହାତ ଟେକିଲେ। ଏହା ପରେ ରାହୁଲ … Continue reading ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?
Copy and paste this URL into your WordPress site to embed
Copy and paste this code into your site to embed