ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..

ଭୁବନେଶ୍ୱର : ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ। ମାତ୍ର ଏଠି ଶତାବ୍ଦୀର ସବୁଠୁ ବଡ଼ ଖଣି ଦୁର୍ନୀତି ହୋଇଥିଲା। ଶାହା କମିସନ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଏହି ୫୦,୦୦୦କୋଟି ଟଙ୍କାର ଦୁର୍ନୀତିକୁ ୧୮,୦୦୦ କୋଟି ଟଙ୍କାରେ ସୀମିତ କରାଯାଇଥିଲା। ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ। ଅଥଚ ଖଣି ମାଫିଆଙ୍କୁ ଏତେ ଏତେ ଟଙ୍କାର ଛାଡ କଣ ପାଇଁ କରାଯାଉଛି ବୋଲି କଂଗ୍ରେସ ପ୍ରଭାରୀ … Continue reading ଖଣି ମାଫିଆଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର, ପ୍ରେସ୍ ମିଟରେ ନ ଥିଲେ ନିରଞ୍ଜନ ପଟ୍ଟନାୟକ..