୩ ବହୁଳ ଦୁର୍ନୀତିଗ୍ରସ୍ତ ବହି ପଢି ପୋଷ୍ଟ କଲେ ଅରବିନ୍ଦ ପାଢୀ, ଲୋକସେବା ଭବନରେ ବଢିଲା ଭିନ୍ନ ଚର୍ଚ୍ଚା
ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ବିଜୟ ଶଙ୍କର ପାଣ୍ଡେଙ୍କ ଚର୍ଚ୍ଚିଚ ବହି ‘ଥ୍ରୀ ମୋଷ୍ଟ କରଫ୍ଟ’ । ଶ୍ରୀ ପାଣ୍ଡେ ନିଜେ ପ୍ରଶାସନିକ ଅଧିକାରୀ ଥିବା ସମୟରେ ଖାଲି ଦୁର୍ନୀତିଖୋର ନେତା ନୁହଁନ୍ତି, କେତେକ ଲୋଭୀ ଅମଲାଙ୍କ ସହ ମଧ୍ୟ ଲଢିବାକୁ ପଡ଼ିଥିଲା। ଏହି ସବୁ ଲଢେଇରେ ତାଙ୍କର ଯାତ୍ରାକୁ ନେଇ ଉପରୋକ୍ତ ପୁସ୍ତକଟି ସେ ରଚନା କରିଛନ୍ତି। ଯାହାକୁ ନେଇ ବେଶ୍ ଉତ୍ସାହିତ ହୋଇ ଓଡ଼ିଆ କ୍ୟାଡ଼କ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ଉଲ୍ଲେଖ … Continue reading ୩ ବହୁଳ ଦୁର୍ନୀତିଗ୍ରସ୍ତ ବହି ପଢି ପୋଷ୍ଟ କଲେ ଅରବିନ୍ଦ ପାଢୀ, ଲୋକସେବା ଭବନରେ ବଢିଲା ଭିନ୍ନ ଚର୍ଚ୍ଚା
Copy and paste this URL into your WordPress site to embed
Copy and paste this code into your site to embed