ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର

ନୂଆଦିଲ୍ଲୀ : ଦୁଇ ଦିନ ପରେ ବିଶ୍ୱକର୍ମା ପୂଜା। ଏହା ପରେ ଗଣେଶ ପୂଜା। ପୁଣି ଆସିବ ଦଶହରା। ଏହି ସମୟରେ ଗହମ, ଚାଉଳ ଏବଂ ଚିନିର ଆବଶ୍ୟକତା ଅଧିକ ପଡିଥାଏ। ମାତ୍ର ଏହି ସମୟରୁ ଫାଇଦା ନେବା ପାଇଁ କେତେକ ବ୍ୟବସାୟୀ ଅନେଇ ରହିଥାନ୍ତି। ଜାଣିଶୁଣି କୃତ୍ରମି ମହଜୁଦୀକରଣ କରିଥାନ୍ତି। ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରାଙ୍କ ସୂଚନା ଅନୁଯାୟୀ, ଚାଉଳ, ଗହମ … Continue reading ଆଗକୁ ପାର୍ବଣ : କୃତ୍ରିମ ମହଜୁଦ କରିବା ଲକ୍ଷ୍ୟରେ ଅସାଧୁ ବ୍ୟବସାୟୀ, ସତର୍କ ହେଲା ସରକାର