ସେମିଫାଇନାଲରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ? ଜାଣନ୍ତୁ …

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଚଳିତ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଷ୍ଟାଡ଼ିୟମ୍ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ  | ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ରେ କ୍ରମାଗତ ୮ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି  | ତେବେ ରୋହିତଙ୍କ ଟିମ ନେଦରଲ୍ୟାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ହାରିଗଲେ ମଧ୍ୟ ଏହା ଟେବୁଲରେ ଭାରତର ସ୍ଥିତିକୁ କୌଣସି ପରିବର୍ତ୍ତନ କରିବ ନାହିଁ। ଟୁର୍ନାମେଣ୍ଟର ଫର୍ମାଟ୍ ଅନୁଯାୟୀ ଟେବୁଲ୍ ଟପ୍ ଦଳକୁ … Continue reading ସେମିଫାଇନାଲରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ? ଜାଣନ୍ତୁ …