ଗୋଟିଏ କଲରେ ସବୁ ସମସ୍ୟାର ସମାଧାନଉପଭୋକ୍ତାଙ୍କ ନିମନ୍ତେ ୨୪ ଘଣ୍ଟିଆ ନିଃଶୁଳ୍କ କଲ୍ ସେଣ୍ଟର ସେବା

ବ୍ରହ୍ମପୁର: ବିଦ୍ୟୁତ ସେବା ଓ ସରବରାହ ସମ୍ପର୍କିତ ଯେକୌଣସି ସୂଚନା ନିମନ୍ତେ ଟିପିଏସଓଡିଏଲ ଉପଭୋକ୍ତାମାନଙ୍କୁ ୨୪ ଘଣ୍ଟିଆ ନିଃଶୁଳ୍କ ଯୋଗାଯୋଗ ତଥା ପରାମର୍ଶ ସେବା ଯୋଗାଇ ଦେଉଛି l ବିଦ୍ୟୁତ ସଂକ୍ରାନ୍ତୀୟ ସୂଚନା ନିମନ୍ତେ ଉପଭୋକ୍ତାମାନେ ଆମର ୨୪ ଘଣ୍ଟିଆ କଲ ସେଣ୍ଟର ସହ ଯୋଗାଯୋଗ କରିପାରିବେ l ଏଥିପାଇଁ ଟୋଲ ଫ୍ରି ନମ୍ବର 1912 କିମ୍ବା 18003456797ରେ କଲ କରି ଉପଭୋକ୍ତାମାନେ ନିଜ ବିଦ୍ୟୁତ ସେଵାଜନିତ ସମସ୍ୟାର ସମାଧାନ କରିପାରିବେ l ମିଟର ରିଡିଂ, ବିଲ … Continue reading ଗୋଟିଏ କଲରେ ସବୁ ସମସ୍ୟାର ସମାଧାନଉପଭୋକ୍ତାଙ୍କ ନିମନ୍ତେ ୨୪ ଘଣ୍ଟିଆ ନିଃଶୁଳ୍କ କଲ୍ ସେଣ୍ଟର ସେବା