ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…

ନୂଆଦିଲ୍ଲୀ : ଭାରତୀୟ ମାନେ ଆବ୍ଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ହଁ ପାଠକେ ବନ୍ଧୁ ଯେତିକି ଦରକାର, ସେତିକି ଅଧିକା ଖାଉଛନ୍ତି। ଏକଥା ଆମେ ଆମ ମନରୁ କହୁନାହୁଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ପକ୍ଷରୁ କୁହାଯାଇଛି। ଜଣେ ଭାରତୀୟ ପ୍ରତିଦିନ ହାରାହାରି ଆଠ ଗ୍ରାମ ଲୁଣ ଖାଉଛି। ଜଣେ ଭାରତୀୟ ପୁରୁଷ 8.9 ଗ୍ରାମ ଖାଉଥିବା ବେଳେ, ଜଣେ ମହିଳା 7.1 ଗ୍ରାମ ଲୁଣ ଖାଉଛନ୍ତି। ମାତ୍ର ହୁ ପକ୍ଷରୁ ଦିନକୁମାତ୍ର ପାଞ୍ଚ … Continue reading ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…