ଭାରତର ୫ ସବୁଠୁ ଧନୀ ମହିଳାଙ୍କ ନାମ , ନେଟ୍ ୱର୍ଥ ଜାଣିଲେ ହୋଇଯିବେ ଚକିତ …

ବ୍ୟବସାୟ ଜଗତରେ ସଫଳ ମହିଳାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି | ନିକଟରେ ପ୍ରସିଦ୍ଧ ପତ୍ରିକା ଫୋର୍ବସ୍ ମଧ୍ୟ ୯ ଜଣ ମହିଳାଙ୍କୁ ଭାରତର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଛି | ତେଣେ ଜାଣନ୍ତୁ ଦେଶର ୫ ଧନୀ ମହିଳାଙ୍କ ନାମ । ତେବେ ଏହି ତାଲିକାରେ ଜିନ୍ଦଲ ଗ୍ରୁପ୍ ଚେୟାରମ୍ୟାନ୍ ସାବିତ୍ରୀ ଜିନ୍ଦଲଙ୍କ ନାମ ଶୀର୍ଷରେ ରହିଛି। ସେ ହେଉଛନ୍ତି ଭାରତର ଚତୁର୍ଥ ଧନୀ ବ୍ୟକ୍ତି। ମହିଳା ତାଲିକାରେ ତାଙ୍କ … Continue reading ଭାରତର ୫ ସବୁଠୁ ଧନୀ ମହିଳାଙ୍କ ନାମ , ନେଟ୍ ୱର୍ଥ ଜାଣିଲେ ହୋଇଯିବେ ଚକିତ …