ଭୁବନେଶ୍ୱର: ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟିଛି। କିଏ କେତେବେଳେ କ୍ଷମତାରେ ରହିବ। କିଏ କେତେବେଳେ କ୍ଷମତାରୁ ବିଦା ହୋଇଯିବ, ତାହା ଜାଣିବା କଷ୍ଟକର। ତେଣୁ କୌଣସି ମତେ ଦଳୀୟ ଟିକେଟ୍ ହାସଲ କରିଦେବା ପାଇଁ ସମସ୍ତେ ବ୍ୟାକୁଳ. ବିଧାୟକ ଟିକେଟ୍ ପାଇଁ ଅଧିକ ଲବି ଥିବା ବେଳେ ଦ୍ୱିତୀୟରେ ରାଜ୍ୟସଭା ଆସନ ନେଇ ଜୋରଦାର ଲବି ଆରମ୍ଭ ହୋଇଯାଇଛି। ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ବିଜେଡ଼ିର ତିନୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ତେଣୁ ଏହି … Continue reading ୩ ରାଜ୍ୟସଭା ଆସନ ପାଇଁ ୩୦ ଆଶାୟୀ…ଓଡ଼ିଶାରୁ ଆଉ ଯିବେନି ଅଶ୍ୱିନୀ…ପ୍ରଶାନ୍ତଙ୍କୁ ମିଳିବନି ଦ୍ୱିତୀୟ ସୁଯୋଗ…ଚେଷ୍ଟା ଜାରି ରଖିଛନ୍ତି ଅମର..
Copy and paste this URL into your WordPress site to embed
Copy and paste this code into your site to embed