ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ

ଭୁବନେଶ୍ୱର : ନବୀନ ପଟ୍ଟନାୟକ ପୋଡ଼ା ଟ୍ରାନ୍ସଫରର୍ମର। ବିଜେଡ଼ିକୁ କଳା ପହାଡ଼ ଅକ୍ତିଆର କରିସାରିଲେଣି। ମହାକାଳପଡ଼ାରେ ମହିରାବଣ ଅଛନ୍ତି। ଏପରି କିଛି ଶବ୍ଦ ବିଜେପିର ଶୀର୍ଷ ନେତା ଅମିତ ଶାହା ଏବଂ ରାଜ୍ୟ ବିଜେପିର ଶୀର୍ଷ ନେତା ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ଏବଂ ବିଜେଡିକୁ ଆକ୍ଷେପ କରିଥିଲେ। ହେଲେ ୨୦୧୯ ନିର୍ବାଚନ ସରିବାର ମାସ କେଇଟା ପରେ କର୍ପୋରେଟ ଜିଆଣ୍ଟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀନ ପଟ୍ଟନାୟକଙ୍କୁ ଫୋନ୍ କଲେ। ତାଙ୍କ ପ୍ରିୟ  ଅଶ୍ୱିନୀ ବୈଷ୍ଣବଙ୍କୁ … Continue reading ଅଶ୍ୱିନୀଙ୍କୁ ୫ବର୍ଷ ପରେ ପୁଣି ସହଯୋଗ କରିବ ବିଜେଡି, ବାଲେଶ୍ୱରରୁ ଲୋକସଭା ପ୍ରାର୍ଥୀ ହେବେ ଅଶ୍ୱିନୀ