ବିରୋଧୀ ନେତା, ମନ୍ତ୍ରୀଙ୍କ ଫୋନ୍ ସମ୍ପର୍କିତ ସବୁ ଖବର ରଖୁଛନ୍ତି କେନ୍ଦ୍ର ସରକାର
କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀଙ୍କ ସମେତ ଅନେକ ବିରୋଧୀଦଳର ସାଂସଦ ଫୋନ ହ୍ୟାକ ହେଉଥିବା ଅଭିଯୋଗ ଆଣିଛନ୍ତି।ଏହି ନେତାମାନେ ଦାବି କରି କହିଛନ୍ତି କି, ‘ନିଜେ ଆପଲ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି।’ ଟିଏମ୍ସି ସାଂସଦ ମହୁଆ ମୋଇତ୍ରା ଏହି ଘଟଣାକୁ ନେଇ କହିଛନ୍ତି, ‘ଆପଲରୁ ସେ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛନ୍ତି। … Continue reading ବିରୋଧୀ ନେତା, ମନ୍ତ୍ରୀଙ୍କ ଫୋନ୍ ସମ୍ପର୍କିତ ସବୁ ଖବର ରଖୁଛନ୍ତି କେନ୍ଦ୍ର ସରକାର
Copy and paste this URL into your WordPress site to embed
Copy and paste this code into your site to embed