ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !
ଭୁବନେଶ୍ୱର : ଏକ ସଙ୍ଗରେ ରାଜ୍ୟ ପ୍ରଶାସନ ତିନୋଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ମହିଳାଙ୍କୁ ଦେଖିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନେଇ କିଛିବର୍ଷ ହେବ ଆଲୋଚନା ରାଜ୍ୟ ପ୍ରଶାସନିକ ମହଲରେ ଜାରି ରହିଥିଲା। ମାତ୍ର କିଛିଦିନ ପୂର୍ବରୁ ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ୍ ସେବା ଅଧିକାରୀ ତଥା ୧୯୮୯ ବ୍ୟାଚ୍ ଅଫିସର ବି.ରାଧିକା କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି ତାଙ୍କୁ ଓଡ଼ିଶା ଫେରିଛନ୍ତି। ବର୍ତ୍ତମାନ ଡିଜିପି ଥିବା ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷରେ … Continue reading ତିନି ମୁଖ୍ୟ ପଦରେ ତିନି ମହିଳାଙ୍କୁ ଦେଖିବ କି ଓଡ଼ିଶା !
Copy and paste this URL into your WordPress site to embed
Copy and paste this code into your site to embed