ଭୁବନେଶ୍ୱର : ମଲ୍ଲିକାର୍ଜୁନ ଖଡ଼ଗେ। ସର୍ବଭାରତୀୟ କଂଗ୍ରେସ ସଭାପତି। ଦଳର ସବୁଠୁ ବରିଷ୍ଠ ନେତା। କର୍ଣ୍ଣାଟକ ବିଧାନସଭା, ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଥିବା ରାଜନେତା। ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖୁଥିବା ଏହି ରାଜନେତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶା କଂଗ୍ରେସ। କଂଗ୍ରେସ ପକ୍ଷରୁ ଜାରି କରାଇଥିବା ଏକ ପୋଷ୍ଟରରେ ନଗଣ୍ୟ ଭାବେ ଶ୍ରୀ ଖଡ଼ଗେଙ୍କ ଫଟୋ ରଖାଯାଇଛି। ଯାହା ହେବା କଥା ନୁହେଁ। ଦଳର ସଭାପତି ଭାବେ ତାଙ୍କ ଫଟୋ ସବୁଠୁ … Continue reading ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !
Copy and paste this URL into your WordPress site to embed
Copy and paste this code into your site to embed