କେଉଁ ୪ଟି ପ୍ରସଙ୍ଗରେ ସୌମ୍ୟ ରଞ୍ଜନ- ଅମିତ ଶାହା କରିଲେ ଆଲୋଚନା…

ଭୁବନେଶ୍ୱର : ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ ହେବା ପରେ ଗତ ୧୮ ତାରିଖ ଦିନ ଅମିତ ଶାହାଙ୍କୁ ଭେଟିଥିବା ଆଲୋଚନା ହେଉଛି। ହେଲେ ଏହି ଭେଟଘାଟ କେତେ ଫଳପ୍ରଦ ହେବ, ତାହା ସମୟ କହିବ। ନିର୍ବାଚନ ଆସନ୍ନ ହୋଇଥିବାରୁ ଉଭୟଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ଏକ ଚର୍ଚ୍ଚା ଜୋର ଧରିଛି। ଯେ ଉଭୟଙ୍କ ମଧ୍ୟରେ କେଉଁ କଥାକୁ ନେଇ ଆଲୋଚନା ହୋଇଥିବ। ଅମିତ ଶାହା ନିଶ୍ଚୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର କେତେ … Continue reading କେଉଁ ୪ଟି ପ୍ରସଙ୍ଗରେ ସୌମ୍ୟ ରଞ୍ଜନ- ଅମିତ ଶାହା କରିଲେ ଆଲୋଚନା…