୭ ବର୍ଷ ପରେ ଭାରତ ମାଟିରେ ଖେଳୁଛି ପାକିସ୍ତାନ …

୭ ବର୍ଷ ପରେ ପାକିସ୍ତାନ କ୍ରିକେଟ୍‌ ଦଳ ଭାରତରେ ତାହାର ପ୍ରଥମ ଆନୁଷ୍ଠାନିକ ମ୍ୟାଚ୍‌ ଖେଳିବ। ଶୁକ୍ରବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ୍‌ରେ ନେଦରଲାଣ୍ଡ୍ସକୁ ଭେଟିବ ପାକିସ୍ତାନ। ଉଭୟ ଦଳଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ୬ ମ୍ୟାଚ୍‌ରୁ ପାକିସ୍ତାନ ସବୁଥିରେ ବିଜୟ ପାଇଥିଲା। ୱାର୍ମ ଅପ୍‌ ମ୍ୟାଚ୍‌ ବେଳେ ପାକିସ୍ତାନ ଏକାଧିକ ପରୀକ୍ଷାନୀରିକ୍ଷା କରିଥିଲା, କିନ୍ତୁ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ତାହାର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଓହ୍ଲାଇବାକୁ ଚାହିଁବ। କାରଣ ଏତେ ବର୍ଷ ପରେ ଭାରତରେ … Continue reading ୭ ବର୍ଷ ପରେ ଭାରତ ମାଟିରେ ଖେଳୁଛି ପାକିସ୍ତାନ …