ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…

ନୂଆଦିଲ୍ଲୀ :  ‘ଭର୍ତ୍ତୃହରି ଜୀ ବକ୍ତ ହୋ ଚୁକା ହୈ। ଆପ୍ କମଲ ସେ ସଂସଦ ଆୟିୟେ। ଆପକେ ଜୈସା ଲୋକ କ୍ୟାବିନେଟ୍ ମୈ ନେହିଁ ତୋ  ସ୍ପିକର ହୋନା ଚାହିୟେ। ବିଜେଡି ଚ ଡୁବତେ ନୌୟା ହୈ।’ ଏମିତି କିଛି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କହିଥିବା ଦିଲ୍ଲୀ ସାମ୍ବାଦିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଏବଂ ଭର୍ତ୍ତୃହରିଙ୍କ ମଧ୍ୟରେ ପ୍ରାୟ ୩୫ରୁ୪୦ ମିନିଟ୍ ଆଲୋଚନା ହୋଇଥିବା ବିଭିନ୍ନ … Continue reading ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…