ଶ୍ରୀକାନ୍ତ ଜେନାଙ୍କ ଓବିସି ଥୋପ ଗିଳୁଛି କଂଗ୍ରେସ, ଜାତି ଜନଗଣନା ସପକ୍ଷରେ ଖଡ଼ଗେ ଓ ରାହୁଲ

ଭୁବନେଶ୍ୱର,୧୮/୪(ବ୍ୟୁରୋ): ଓଡ଼ିଶାରେ ଅଧାରୁ ଅଧିକ ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଲୋକ ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର। ତେଣୁ କଂଗ୍ରେସ ନିଜର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଉପରୋକ୍ତ 3ଟି ବର୍ଗ ମଧ୍ୟରୁ ଜଣଙ୍କୁ କରୁ। ସେହିପରି ଅନ୍ଯ 2ଟି ବର୍ଗରୁ ଜଣେ ଲେଖାଏଁ ଉପମୁଖ୍ଯମନ୍ତ୍ରୀ କରୁ। ଏହା ଦଳକୁ ବିରାଟ ବର୍ଗ ସହ ରାଜନୈତିକ ଭାବେ ଯୋଡ଼ି ପାରିବ। 1989 ପରଠାରୁ କଂଗ୍ରେସ ଅନୁସୂଚିତ ଜାତି ଏବଂ ପଛୁଆବର୍ଗର ଭୋଟ ହରାଇସାରିଛି। ଛତିଶଗଡ଼, ରାଜସ୍ଥାନରେ ଥିବା 2 … Continue reading ଶ୍ରୀକାନ୍ତ ଜେନାଙ୍କ ଓବିସି ଥୋପ ଗିଳୁଛି କଂଗ୍ରେସ, ଜାତି ଜନଗଣନା ସପକ୍ଷରେ ଖଡ଼ଗେ ଓ ରାହୁଲ