ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା
ଆଜିର ଯୁଗରେ ଅନେକ ନିବେଶ ବିକଳ୍ପ ରହିଛି । ଏମିତି କିଛି ସ୍କିମ୍ ରହିଛି ଯେଉଁଥିରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଲାଭ ଆପଣ ମାନେ ପାଇପାରିବେ । ଆଜି ଆମେ ଏମିତି ଏକ ସ୍କିମ୍ କହିବାକୁ ଯାଉଛୁ ଯାହା କେବଳ ଏକ କପ୍ ଚା’ର ଦାମରେ ଆପଣ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ସଞ୍ଚୟ କରିପାରିବ। ଏହା ଏକ ସରକାରୀ ଯୋଜନା, ଯାହାକୁ ଅଟଳ ପେନସନ ଯୋଜନା କୁହାଯାଏ । ଅଟଳ ପେନସନ … Continue reading ଦୈନିକ ୭ ଟଙ୍କା ସଞ୍ଚୟ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା
Copy and paste this URL into your WordPress site to embed
Copy and paste this code into your site to embed