ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ

ଭୁବନେଶ୍ୱର : ଜଣେ ହାତ ଛାଡିଲେ। ଜଣେ ହାତ ଧରିଲେ। ଭୁବନେଶ୍ୱର ଦୂରେଇଲା, ନୂଆଦିଲ୍ଲୀ କୋଳେଇଲା। ହଁ ପାଠକେ ବନ୍ଧୁ ଆମେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗଣମାଧ୍ୟମ ସଂସ୍ଥା କଥା କହୁଛୁ। କିଛି ଦିନ ତଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୌମ୍ୟଙ୍କ ସଂସ୍ଥାଙ୍କୁ ବିଜ୍ଞାପନ ମିଳୁ ନ ଥିବା ଅଭିଯୋଗ ହୋଇ ଆସୁଛି। ମାତ୍ର ଏହି ସମୟରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାରଙ୍କ ବିଜ୍ଞାପନ ସୌମ୍ୟଙ୍କ ସଂସ୍ଥା … Continue reading ସୌମ୍ୟଙ୍କୁ ସହାୟ ହେଲେ ଧର୍ମେନ୍ଦ୍ର, ଅନୁରାଗ ଠାକୁରଙ୍କୁ ଅତିଥି କରି ରାଜ୍ୟ ସରକାରଙ୍କୁ ଦମ୍ ଦେଖାଇଲେ