ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

• ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ ବ୍ରହ୍ମପୁର, ସେପ୍ଟେମ୍ବର ୨୦୨୩ : ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ଟିପିଏସ୍ଓଡିଏଲ୍ ପାର୍ବଣ ଋତୁର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ ହେବାକୁ ଯାଉଥିବା ଅସ୍ଥାୟୀ ଢାଞ୍ଚା … Continue reading ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍