ଭୁବନେଶ୍ୱର : କୌଣସି ଗୁରୁଙ୍କର ଶିଷ୍ୟ ପୁତ୍ର ଠାରୁ ଅଧିକ ହୋଇ ଥାଆନ୍ତି। ଶିଷ୍ୟଙ୍କ ଶୃଙ୍ଖଳା ହିଁ ଗୁରୁଙ୍କୁ ମହାନ୍ କରିଥାଏ। ଭି.କେ ପାଣ୍ଡିଆନ୍ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା। ଏହି କଥା କିଛିଦିନ ତଳେ କହିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଏହି ବକ୍ତବ୍ୟ ପରେ ଓଡ଼ିଶା ପ୍ରଶାସନ ପ୍ରମୁଖ ବ୍ୟକ୍ତି ଭି.କେ ପାଣ୍ଡିଆନ୍ ସିଧାସଳଖ ରାଜନୀତିକୁ ଆସିବା ଚର୍ଚ୍ଚା ଜୋର ଧରିଛି। ଦଶହରାର ଦିନକ ପୂର୍ବରୁ ଭି.କେ ପାଣ୍ଡିଆନଙ୍କ ସ୍ୱେଚ୍ଛକୃତ … Continue reading ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇପାରନ୍ତି ଭି.କେ ପାଣ୍ଡିଆନ୍ …ଏହା ପୂର୍ବରୁ ଦଳୀୟ ଛାମୁଆ ନେତା ଓ ବିଭିନ୍ନ କର୍ମୀଙ୍କୁ ଭେଟି ଜିତୁଛନ୍ତି ବିଶ୍ୱାସ…
Copy and paste this URL into your WordPress site to embed
Copy and paste this code into your site to embed