ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର

ଭୁବନେଶ୍ୱର :  ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପରେ ଭି.କେ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତି ନେଇ ରାଜନୈତିକ ମହଲରେ ବିଭିନ୍ନ ବୟାନ ବାଜି ଆରମ୍ଭ ହୋଇଛି। ରାଜ୍ୟସ୍ତରରୁ ଆରମ୍ଭ କରି ଜାତୀୟସ୍ତରୀୟ ବିଭିନ୍ନ ନେତା ଏନେଇ ମତ ରଖିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି ଯେ, ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ। ସେ ନବୀନଙ୍କୁ ବହୁତ ଭଲ ଭାବରେ ସାହାଯ୍ୟ କରିଛନ୍ତି। ଛାୟା ରହୁଥିବା ବ୍ୟକ୍ତି ସାମନାକୁ … Continue reading ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ  କଣ କହିଲେ ଜୟରାମ ରମେଶ, ଅମର ପଟ୍ଟନାୟକ ଓ ସୁଜିତ୍ କୁମାର