ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦ଜଣଙ୍କୁ କି ପ୍ରଶିକ୍ଷଣ  ଦେଉଛି ବିଜେଡି…ଜାଣନ୍ତୁ…

ଭୁବନେଶ୍ୱର : ଯେ କୌଣସି ମୁହୂର୍ତ୍ତରେ ସାଧାରଣ ନିର୍ବାଚନ ଘୋଷଣା ହୋଇଯାଇପାରେ। ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ। ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସହ ଭୋଟର ଟ୍ୟାଗିଂକୁ ଗୁରୁତ୍ୱ ଦିଅ। ଯେଉଁ ପରିବାର ଓ ଭୋଟର ବିଜେଡିକୁ ଭୋଟ ଦେବ ନାହିଁ ବୋଲି ମନେ ହେଉଛି, ତାହାର କାରଣ ପଚାରିବୁଝ। ସୋସିଆଲ ମିଡିଆରେ ଦଳର କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କର। ଦଳର କର୍ମୀ ଏବଂ ଛାମୁଆ କାର୍ଯ୍ୟକର୍ତ୍ତା ସାମାଜିକ ଗଣମାଧ୍ୟମରୁ ଗୁରୁତ୍ୱକୁ ହୃଦବୋଧ କରନ୍ତୁ ବୋଲି … Continue reading ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦ଜଣଙ୍କୁ କି ପ୍ରଶିକ୍ଷଣ  ଦେଉଛି ବିଜେଡି…ଜାଣନ୍ତୁ…