ଏଆଇସିସି ବୁଝିଲାଣି, ପିସିସି ଜାଣିଶୁଣି ଅବୁଝା……କେବେ ମାଗିବେ ଭୁଲ୍
ଭୁବନେଶ୍ୱର : ପଛୁଆବର୍ଗଙ୍କ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ କଂଗ୍ରେସ ଅତୀତରେ ଯାହା କରିବାର ଥିଲା। ତାହା କରିପାରିନାହିଁ। ଏଥିପାଇଁ ଶତ ପ୍ରତିଶତ ଅନୁତପ୍ତ। ଏହି କାରଣରୁ ସମସ୍ତଙ୍କୁ କଂଗ୍ରେସ କ୍ଷମା ମାଗୁଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଆଗାମୀ ଦିନରେ କଂଗ୍ରେସ ସମର୍ଥନରେ ସରକାର ଆସିଲେ ଜାତିଭିତ୍ତିକ ଜନଗଣନା କରାଯିବ। ସଂଖ୍ୟା ଯାହାର ଯେତେ ଭାଗ ପାଇବେ ସେମାନେ ସେତେ ନ୍ୟାୟରେ ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କୁ ସଂରକ୍ଷଣ ଦିଆଯିବ ବୋଲି ରାହୁଲ କହିଛନ୍ତି। ରାହୁଲ ଗାନ୍ଧୀଙ୍କ … Continue reading ଏଆଇସିସି ବୁଝିଲାଣି, ପିସିସି ଜାଣିଶୁଣି ଅବୁଝା……କେବେ ମାଗିବେ ଭୁଲ୍
Copy and paste this URL into your WordPress site to embed
Copy and paste this code into your site to embed