କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….

ଅନୁଗୋଳ : ଦୁଇ ଦିନ ତଳେ ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ଖବର ରାଜଧାନୀ ଭୁବନେଶ୍ୱର, ଅନୁଗୋଳ ଏବଂ ବଅଁରପାଳ ଚର୍ଚ୍ଚା ହେଉଥିଲା। ବୁଧବାର ମଧ୍ୟାହ୍ନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଗଣମାଧ୍ୟମ ବାର୍ତ୍ତା ସବୁ କିଛି ସ୍ପଷ୍ଟ କରିଦେଲା। ଉପ ବାଚସ୍ପତି ରଜନୀକାନ୍ତ ସିଂ ନିଜ ପଦରୁ ଇସ୍ତଫା ଦେଇଥିବା ଶ୍ରୀମତା ମଲ୍ଲିକ ସୂଚନା ଦେଇଥିଲେ। ରଜନୀଙ୍କ ଇସ୍ତଫା ପରେ ସେ ସଂଗଠନରେ ସକ୍ରିୟ ହେବେ ବୋଲି କୁହାଯାଉଛି। ମାତ୍ର ତାଙ୍କୁ ଦଳର ଶୀର୍ଷ ନେତୃତ୍ୱ … Continue reading କେଉଁ ଅଫିସରଙ୍କ କଥାରେ ରଜନୀକାନ୍ତ ସିଂଙ୍କୁ ଦେବାକୁ ପଡିଲା ଇସ୍ତଫା….