ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ଆରମ୍ଭ ହେବ ବିଶ୍ବ କ୍ରିକେଟର ଲଢେଇ । ବିଶ୍ବର ସର୍ବୋତ୍ତମ ୧୦ଟି ଦେଶ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବା ପାଇଁ ଏହି ମହାକୁମ୍ଭରେ ଭାଗ ନେବାକୁ ଯାଉଛନ୍ତି । ତେବେ ବିଶ୍ବକପରେ ଏମିତି କିଛି ରେକର୍ଡ ରହିଛି ଯାହା ଚଳିତ ବିଶ୍ବକପରେ ଭାଙ୍ଗିବା ନେଇ ଆଶା କରାଯାଉଛି । ଏହି ରେକର୍ଡ ମଧ୍ୟରୁ ଗୋଟେ କିର୍ତ୍ତିମାନ ଏପରି ରହିଛି ଯାହା ଆଜି ଯାଏ ଭାଙ୍ଗି ନାହିଁ । ସଚିନ … Continue reading ODI WORLD CUP 2023 ; କିଏ ଭାଙ୍ଗିବ ସଚିନଙ୍କ ୬୭୩ ରନର ରେକର୍ଡ ଜାଣନ୍ତୁ…