ମନେ ରହିବେ ସ୍ୱାମୀନାଥନ୍, ଭାରତୀୟ କୃଷିକୁ ଦେଇଥିଲେ ପ୍ରଭାବୀ ଦିଗଦର୍ଶନ

ଚିକିତ୍ସା ବିଜ୍ଞାନ ବହୁଳ ପ୍ରଚାର ପ୍ରସାର ପରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ମାତ୍ର ବହୁ କାଳ ଧରି ଜନସଂଖ୍ୟା ଅଭିବୃଦ୍ଧି ନେଇ ସମଗ୍ର  ବିଶ୍ୱ ବିଶେଷ ଉଦବେଗ୍ ପ୍ରକାଶ କରି ନଥିଲା । ହେଲେ ଅଷ୍ଟଦଶ ଶତାବ୍ଦୀରେ ପ୍ରଥମେ ଜନସଂଖ୍ୟା ବୃଦ୍ଧି ପଶ୍ଚିମ ଜଗତରେ ଚର୍ଚ୍ଚାର ବିଷୟ ହେଲା । ପ୍ରଯୁକ୍ତି ବିଦ୍ୟା ଓ ଯନ୍ତ୍ରପାତିର ଉଦ୍ଭାବନ ଯୋଗୁଁ ଶିଳ୍ପ ବିପ୍ଳବ ହଠାତ ଜନସଂଖ୍ୟା ବୃଦ୍ଧି ହାରକୁ ବଢ଼େଇ ଦେଲା । ତେଣୁ ପଶ୍ଚିମ ଦୁନିଆର ସମାଜ … Continue reading ମନେ ରହିବେ ସ୍ୱାମୀନାଥନ୍, ଭାରତୀୟ କୃଷିକୁ ଦେଇଥିଲେ ପ୍ରଭାବୀ ଦିଗଦର୍ଶନ