ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି

ଭୁବନେଶ୍ୱର : ବିଜେଡ଼ି ଉପସଭାପତି ପଦରୁ ବିଦା ହେବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁହଁ ଖୋଲି ଥିଲେ। ଏହା ପରେ ତାଙ୍କୁ ବିଭିନ୍ନ ଫୋରମ୍ ଜରିଆରେ ଦଳ ପକ୍ଷରୁ ସମାଲୋଚନା କରାଯାଇଛି। ଏଥିସହ ସେ ଜଡିତ ଥିବା ସଂସ୍ଥା ଉପରେ ଚଢଉ ମଧ୍ୟ କରାଯାଇଛି। ମାତ୍ର କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନାହାନ୍ତି। କେହି କେହି ଏହାକୁ ଝଡ଼ ପୂର୍ବର ନୀରବତା ବୋଲି ମତ ଦେଲେଣି।ବିଜେଡି ପ୍ରାଥମିକ ଭାବେ ବିଜେପି … Continue reading ନୂଆ ଆଞ୍ଚଳିକ ଦଳ ପାଇଁ ବାଟ ଫିଟୁଛି କି !!! ସହଯୋଗୀ ଦଳ ପାଇଁ ୩ ଲୋକସଭା , ୪୨ ବିଧାନସଭା ଆସନ ଛାଡିପାରେ ବିଜେପି