ଜୟନାରାୟଣଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ପାରନ୍ତି ନବ ନନ୍ଦନ ବିଶାଲ, ଆଉ ଦୁଇ ଜଣ ବି ରହିଛନ୍ତି ଦୌଡ଼ରେ …ସେମାନେ କିଏ…ଜାଣନ୍ତୁ…

ଭୁବନେଶ୍ୱର :  ବିଜୁ ଜନତା ଦଳ ଲଗାତର ତୃତୀୟ ଥର କୌଣସି ବିଧାନସଭା ନିର୍ବାଚନରେ ଶତାଧିକ ଆସନ ଜିତିବାରେ ସକ୍ଷମ ହୋଇ ଆସୁଛି। ଏହି ଧାରା ୨୦୦୯ ଠାରୁ ଆରମ୍ଭ ହୋଇ ୨୦୧୪ ଏବଂ ୨୦୧୯ରେ ମଧ୍ୟ ବଳବତ୍ତର ରହିଛି। ଶତାଧିକ ଆସନ ଜିତୁଥିଲେ ବି କେତେକ ଆସନରେ ୨୦୧୯ର ସ୍ଥିତି ବିଜେଡି ପାଇଁ ଆହ୍ୱାନପୂର୍ଣ୍ଣ ହେବାକୁ ଯାଉଛି। ବିଜୁ ଜନତା ଦଳ ପାଇଁ ଜିତିବା ପାଇଁ କଷ୍ଟର ଥିବା କିଛି ନିର୍ଦ୍ଦିଷ୍ଟ ବିଧାନସଭା ଆସନ ମଧ୍ୟରେ … Continue reading ଜୟନାରାୟଣଙ୍କ ବିରୋଧରେ ବିଜେଡିରୁ ପ୍ରାର୍ଥୀ ହୋଇ ପାରନ୍ତି ନବ ନନ୍ଦନ ବିଶାଲ, ଆଉ ଦୁଇ ଜଣ ବି ରହିଛନ୍ତି ଦୌଡ଼ରେ …ସେମାନେ କିଏ…ଜାଣନ୍ତୁ…