ରାହୁଲ ଏସବୁ ଜାରି ରଖିଲେ ଦିନେ କଂଗ୍ରେସ ସାରା ଦେଶରୁ ସଫା ହୋଇଯିବ: ଅମିତ ଶାହା

ଗୌହାଟୀ: ଆଜି ଆସାମର ଦିବ୍ରୁଗଡରେ ବିଜେପି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ । ଏହି ସମୟରେ ସେ କର୍ମୀମାନଙ୍କୁ ସମ୍ବୋଧିତ କରିବାବେଳେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ରାହୁଲ ବାବା ବିଦେଶ ଯାଇ ଦେଶର ବଦନାମ କରୁଛନ୍ତି | ଯଦି ରାହୁଲ ଦେଶକୁ ବଦନାମ କରିବା କାମ ଜାରି ରଖନ୍ତି, ତେବେ ସମଗ୍ର ଦେଶରୁ କଂଗ୍ରେସ ସଫା ହୋଇଯିବ। ଅମିତ ଶାହା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଳି ଦେଇଥିଲେ, କିନ୍ତୁ କିଛି ବି ପ୍ରଭାବ ପଡ଼ିନଥିଲା | ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବେ।