Can Mamata Banarjee bounce Back.. ମମତା ପ୍ରତ୍ୟାବର୍ତନ କରି ପାରିବେ କି?

କୋଲକାତା :(ବିଜୟ ସାହୁ )-ମମତା ବାନାର୍ଜୀ ହାରି ନାହାନ୍ତି, ବ୍ୟବସ୍ଥା ହରେଇଛି । ଏହି ବ୍ୟବସ୍ଥା କେବଳ ସରକାରୀ ଦଳ ନୁହେଁ, ବେଙ୍ଗଲର ମୁଖ୍ୟ ବାମପନ୍ଥୀ ଦଳ ସିପିଏମ ଓ ମୁଖ୍ୟ ଜାତୀୟ ଦଳ କଂଗ୍ରେସ ମଧ୍ୟ । ସମସ୍ତେ ମମତା ବାନାର୍ଜୀ ହାରିବା ଚାହୁଁଥିଲେ ଓ ହାରିବା ପରେ ଉତ୍ସବ ମନାଉ ଥିଲେ । ଏବେ ଏହି ଦୁଇ ଦଳର ଜାତୀୟ ନେତାମାନେ ଟିକିଏ ମନ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଏହି ମନ ପରିବର୍ତ୍ତନକୁ ମଧ୍ୟ…

Read More

NEET Exam Row ପରୀକ୍ଷା ବାତିଲ…କହିବା ସହଜ…. ଛାତ୍ରଛାତ୍ରୀ – ଅଭିଭାବକଙ୍କ ମାନସିକ ଅବସ୍ଥା.. କଥା.. କିଏ ବା ବୁଝେ..

ଭୁବନେଶ୍ୱର :(ଡ଼ ଇପ୍ସିତା ପ୍ରଧାନ )-କେତେ ସହଜ କହିଲେ କହିଦେବା ଯେ #NEET_UG_2026  #ପାବେଶିକ #ପରୀକ୍ଷା #ବାତିଲ ହେଲା, ପୁଣି ପରୀକ୍ଷା କରାଯିବ! କେତେ ସହଜ କହିଲେ NEET_UG_2026 #ପ୍ରଶ୍ନପତ୍ର #ଲିକ୍ ଉପରେ କୌଣସି #ମନ୍ତବ୍ୟ ଦେବାକୁ ମନା କରିଦେବା! ହେଲେ କ’ଣ ସତରେ ଏତେ ସହଜ NEET_UG_2026 ଦେଇଥିବା #୨୨ଲକ୍ଷ #ଛାତ୍ରଛାତ୍ରୀ ଏବଂ ତାଙ୍କ #ପରିବାର ପାଇଁ ଏକଥାକୁ ସ୍ବୀକାର କରିନେବା ଯେ ଯେଉଁ ପରୀକ୍ଷାରେ ବସିବା ପାଇଁ ସେମାନେ ଦିନର ୧୦ଘଣ୍ଟା ୧୫ ଘଣ୍ଟା…

Read More

ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…

କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ…

Read More

Not Ideal Its Idea ମୂର୍ତ୍ତି ନ ଥିଲା, ବିଚାର ଥିଲା

କୋଲକାତା :(ବିଜୟ ସାହୁ )-ମୁଁ ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲି ବେଙ୍ଗଲ ରେ ଯଦି ବିଜେପି ଜିତେ ତାହେଲେ ମୂର୍ତ୍ତି ଭଙ୍ଗା ନିଶ୍ଚୟ ଆରମ୍ଭ ହେବ । କାରଣ ରାଷ୍ଟ୍ରୀୟ ସ୍ୱୟଂ ସଂଘ ଓ ବିଜେପି ଦ୍ୱାରା ନିଯୁକ୍ତ ଝଞ୍ଜା ବାହିନୀଙ୍କ ପ୍ରଥମ ନଜର ପଡ଼ିବ ଏହି ମୂର୍ତ୍ତି ଗୁଡ଼ିକ ଉପରେ ଯାହା ଦିନେ ବେଙ୍ଗଲ ରାଜନୀତିରେ ପ୍ରତ୍ୟେକ ଆଦର୍ଶର ପ୍ରତୀକ ମାନଙ୍କୁ ପରିଚିତ କରିବାକୁ ଚାହିଁଥିଲା ।1967 -1969 ବଙ୍ଗଳା କଂଗ୍ରେସର ନେତା…

Read More

How is This Narrative ମମତା ବିଜେପିକୁ ବେଙ୍ଗଲ ଆଣିଥିଲେ… କେତେ ଯୁକ୍ତିଯୁକ୍ତ…

କୋଲକାତା :(ବିଜୟ ସାହୁ )-ଯେଉଁମାନେ ବେଙ୍ଗଲ ଓ ଜନସଂଘର ଇତିହାସ ଜାଣନ୍ତି ନାହିଁ ସେମାନେ କହିବେ ମମତା  ଧଳା ଶାଢ଼ୀ କାନିରେ ବାନ୍ଧି ବିଜେପିକୁ ବେଙ୍ଗଲ ଆଣିଥିଲେ, ଯେମିତି ରାଜା ଭଗିରଥି ଶିବଙ୍କ ଜଟା ଭିତରେ ମା ଗଙ୍ଗାକୁ ପୂରେଇ ଭାରତକୁ ଆଣିଥିଲେ । ତେଣୁ As you sow so you reap ତାଙ୍କ ପାଇଁ ଦରକାର ଥିଲା ବୋଲି ଉଭୟ କଂଗ୍ରେସ ଓ ବାମପନ୍ଥୀଙ୍କ ଅଭିଯୋଗ ।କିନ୍ତୁ ବାସ୍ତବ ଇତିହାସ ହେଉଛି Janasangha was…

Read More

BJP – TMC Friendship & Fight ବନ୍ଧୁରୁ ବଇରୀ ହେବାର ଯାତ୍ରା

ଭୁବନେଶ୍ୱର :(ଦେବେନ୍ଦ୍ର ଆଚାର୍ଯ୍ୟ)–ମମତା ବାନାର୍ଜୀ ପ୍ରାୟ ୨୯ ବର୍ଷ ପୂର୍ବେ ୧୯୯୭ ମସିହାରେ କଂଗ୍ରେସ ଭାଙ୍ଗି ମୁକୁଲ ରୟଙ୍କ ସହ ମିଶି ତୃଣମୂଳ କଂଗ୍ରେସ (ଟିଏମସି) ଗଠନ କରିଥିଲେ, ସେତେବେଳେ ସେ CPM, CPI ଏବଂ କଂଗ୍ରେସକୁ ଶେଷ କରିବା ପାଇଁ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରବେଶ କରାଇଥିଲେ l ମୁକୁଲ ରୟ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।୧୯୯୯ ମସିହାରେ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରରେ ସାମିଲ…

Read More

ଆସନ୍ତୁ ଜାଣିବା ଜ୍ଞାନଜ୍ୟୋତି ତଥା ରାଷ୍ଟ୍ରପିତା ଜ୍ୟୋତିବାରାଓ ଫୁଲେଙ୍କୁ

ଭୁବନେଶ୍ୱର :(ଅଭିରାମ ମଲ୍ଲିକ)-ସମୟ ଥିଲା ୧୮୪୮ ମସିହା । ଜଣେ ବନ୍ଧୁଙ୍କ ବିବାହରେ ବରଯାତ୍ରୀ ଦଳରେ ଯୋଗ ଦେବାକୁ ଯାଇଥିଲେ ଶିକ୍ଷିତ ସୌମ୍ୟ ୨୧ ବର୍ଷର ଯୁବକ ଜ୍ୟୋତିରାଓ। ହେଲେ ସେ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ କେହି ଗ୍ରହଣ କଲେ ନାହିଁ। ବରଂ ବରର ପିତା ମାତା ବନ୍ଧୁ ପରିଜନ ତାଙ୍କୁ ଅପମାନ ଓ ଲାଞ୍ଛନା ଦେଇ ଏହି କାର୍ଯ୍ୟକ୍ରମରୁ ତୁରନ୍ତ ବାହାରି ଯିବାକୁ ନିର୍ଦ୍ଦେଶ ଦେଲେ । କାହିଁକି ଏପରି ହେଲା ? କାରଣ…

Read More

‘ନିଷ୍ଠୁର, ଜାତିବାଦୀ ରଙ୍ଗ’ : ଦଳିତ-ଆଦିବାସୀ ଅଭିଯୁକ୍ତଙ୍କୁ ପୋଲିସ୍ ଷ୍ଟେସନ ସଫା କରିବାକୁ କହିବା ନେଇ ଓଡ଼ିଶା କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ସୁପ୍ରିମକୋର୍ଟ ଙ୍କ ଭର୍ତ୍ସନା !!!

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ବେଦାନ୍ତ କମ୍ପାନୀ ହାତରେ ସିଜିମାଳି ପର୍ବତକୁ ଖଣି ଖନନ ନିମନ୍ତେ ଟେକି ଦେବା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଥିବା “ମା ମାଟି ମାଳି ସୁରକ୍ଷା ମଞ୍ଚର ଦୁଇ ଲଢ଼ୁଆ ସାଥୀ ହୀରାମଲ ନାୟକ ଓ କୁମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲା। ସେମାନେ ପ୍ରାୟ ଏକ ବର୍ଷ ତଳେ କମ୍ପାନୀ ଓ ପୋଲିସ୍ ପ୍ରଶାସନର ମିଲି ଭଗତ୍ ରେ ମିଥ୍ୟା ମକଦ୍ଦମାରେ ଗିରଫ୍ ହୋଇ ଦୀର୍ଘ ୬ ମାସ ପରେ…

Read More

Congress ବିଜେପିକୁ ଶକ୍ତିଶାଳୀ କରିବାରେ କିଛି କମ୍ ଭୂମିକା ଗ୍ରହଣ କରି ନାହିଁ

ଭୁବନେଶ୍ୱର :(ରଙ୍ଗାଚରଣ ପ୍ରଧାନ)-ବିଜେପିକୁ ଶକ୍ତିଶାଳୀ କରିବାରେ ମୁଖ୍ୟ ଭୁମିକା ରାହୁଳ ଗାନ୍ଧୀଙ୍କର । ମୁଁ ରାହୁଳ ଗାନ୍ଧୀଙ୍କର ନିନ୍ଦୁକ ନୁହେଁ କି ସମର୍ଥକ ନୁହେଁ । ଯେଉଁମାନେ କହୁଛନ୍ତି ରାହୁଳ ଗାନ୍ଧୀଙ୍କର  ଚାରିପଟେ ଭେଣୁଗୋପାଳ ଆଦି କୁଚକ୍ରୀ ଗୋଷ୍ଠୀ ଅଛନ୍ତି ସେମାନଙ୍କ ସହ ମୁଁ ଏକମତ ନୁହେଁ । ସେମାନେ ହେଉଛନ୍ତି ସେହିଭଳି କ୍ରିକେଟ ଦର୍ଶକ ଯେଉଁମାନେ ଦିନସାରା ମ୍ୟାଚ୍ ଦେଖି ସାରିବା ପରେ ଭାରତ ହାରିବା ପରେ କୁହନ୍ତି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ…

Read More

Geo Politics : Iran vs Usa ମହାବିନାଶକାରୀ କ୍ରୋଧ
(Epic Fury )

ଭୁବନେଶ୍ୱର :(ବିଜୟ ସାହୁ )-ଇରାନ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଓ ତାଙ୍କର ଚୁନିଦା କ୍ୟାବିନେଟ ତଥା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟୁହୁଙ୍କ ଫେବୃଆରୀ 28 ରୁ ମହାବିନାଶକାରୀ ଅଭିଯାନର 48 ଘଣ୍ଟିଆ ମହଲତର କିଛି ଘଣ୍ଟା ପୂର୍ବରୁରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ , A whole civilization will die to night if Iran does not make a deal .ତାଙ୍କର ଏହି ଘୋଷଣା ପରେ କେବଳ ଇରାନ ଓ ବିଶ୍ଵବ୍ୟାପୀ…

Read More