ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ  ହିଂସା: ଜନ ଆୟୋଗ –  ନାଗରିକ ସମାଜ ଚେତାଇଲା

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ଭାରତର ଅନେକ ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଭେଦଭାବ ଏବଂ ହିଂସାର ବର୍ଦ୍ଧିତ ଘଟଣାଗୁଡ଼ିକର ତଦନ୍ତ କରିବା ପାଇଁ କାରୱାଁ-ଏ-ମୋହବତ୍ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ଜନ ଆୟୋଗ ( Peoples Tribunal) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ନାଗରିକ ସମାଜ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ, ବିଶେଷକରି ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ମାନଙ୍କ ଉପରେ…

Read More

‘ନିଷ୍ଠୁର, ଜାତିବାଦୀ ରଙ୍ଗ’ : ଦଳିତ-ଆଦିବାସୀ ଅଭିଯୁକ୍ତଙ୍କୁ ପୋଲିସ୍ ଷ୍ଟେସନ ସଫା କରିବାକୁ କହିବା ନେଇ ଓଡ଼ିଶା କୋର୍ଟଙ୍କ ଜାମିନ ସର୍ତ୍ତାବଳୀକୁ ସୁପ୍ରିମକୋର୍ଟ ଙ୍କ ଭର୍ତ୍ସନା !!!

ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ବେଦାନ୍ତ କମ୍ପାନୀ ହାତରେ ସିଜିମାଳି ପର୍ବତକୁ ଖଣି ଖନନ ନିମନ୍ତେ ଟେକି ଦେବା ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଥିବା “ମା ମାଟି ମାଳି ସୁରକ୍ଷା ମଞ୍ଚର ଦୁଇ ଲଢ଼ୁଆ ସାଥୀ ହୀରାମଲ ନାୟକ ଓ କୁମେଶ୍ୱର ନାୟକଙ୍କୁ ଗିରଫ କରାଯାଇଥିଲା। ସେମାନେ ପ୍ରାୟ ଏକ ବର୍ଷ ତଳେ କମ୍ପାନୀ ଓ ପୋଲିସ୍ ପ୍ରଶାସନର ମିଲି ଭଗତ୍ ରେ ମିଥ୍ୟା ମକଦ୍ଦମାରେ ଗିରଫ୍ ହୋଇ ଦୀର୍ଘ ୬ ମାସ ପରେ…

Read More

Battle of Biju Pattnaik – Bjp ଓଡିଶା ରାଜନୀତିର ଘଟୁ ଥିବା ଘଟଣାର ଅନ୍ତରାଳେ

ଭୁବନେଶ୍ୱର :(ବିଜୟ ସାହୁ)-କିଛିଦିନ ତଳେ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ କେମିତି ପ୍ରତିଦ୍ବନ୍ଦିତାମୂଳକ ଥିଲା ତାହା ସୋସିଆଲ ମିଡ଼ିଆର ଖବର ଗୁଡିକରେ ପ୍ରଚାର ଓ ପ୍ରସାର ଦେଖି ଖୁବ ଭଲ ଲାଗିଲା । ଯେ କୌଣସି ପ୍ରତିଦ୍ବନ୍ଦିତା ମୋତେ ଭଲ ଲାଗେ । କିନ୍ତୁ କାଲି ବିଜୁ ଲିଗାସୀ ପ୍ରତିଦ୍ବନ୍ଦିତା ଅଧିକ ଭଲ ଲାଗିଥିଲା,ଏହା Nothing political ବୋଲି ଯେତେବେଳେ ବିଜୁ ନାଗରିକ ମଞ୍ଚର ଅଘୋଷିତ ମୁଖପାତ୍ର ଓ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଅମର ପ୍ରସାଦ…

Read More

ସିଜିମାଳିରେ ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର, ୮/୪/୨୬: ଗତ କିଛି ଦିନ ଧରି ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଚାଲିଥିବା ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ବିଶେଷକରି ଗତ ୬ ଅପ୍ରେଲ ରାତିରେ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ଓଡ଼ିଶାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। …

Read More

Save Odisha : Save Natural Resources ବିକଳ୍ପ ଜନବାଦୀ ବିକାଶ ନୀତି ଜାରି,  ସଫଳ ହେଲା “ଲୋକ ଅଧିକାର ସମାବେଶ”

ଭୁବନେଶ୍ୱର (ନରେନ୍ଦ୍ର ମହାନ୍ତି ) : ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆଜି ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଲୋକ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଏବଂ ସେଣ୍ଟର୍ ଫର୍ କ୍ଲାଇମେଟ୍ ଜଷ୍ଟିସ୍ ପକ୍ଷରୁ ଆୟୋଜିତ ଏହି…

Read More

Sulata Deo Attacked Bjp ବୋପା ଖୋଜୁଛି ବିଜେପି : ସୁଲତା

ଭୁବନେଶ୍ୱର :(ସୁଲତା ଦେଓ)-BJP ଜଣିଏ ବି ସ୍ୱାଧୀନତା ସଂଗ୍ରାମୀ ପାଉନି, ଯାହାଙ୍କୁ ନେଇ ଗର୍ବ କରିବ। କାରଣ ଯାହାଙ୍କୁ ବୀର କହୁଛି, ଦେଖିବା ବେଳକୁ ସେ ମାଫିବୀର, ବ୍ରିଟିଶଙ୍କୁ ମାଫି ମାଗି କଳାପାଣିରୁ ମୁକୁଳିଥିଲେ। ବାଧ୍ୟ ହୋଇ  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ STATUE କରିଛି ଯେ ଦେଖିଲା ବେଳକୁ ସେ ପ୍ରଥମ ଓ ଶେଷ ଥର ପାଇଁ BJPର ମାତୃ ସଙ୍ଗଠନକୁ ଦେଶରୁ ବ୍ୟାନ କରିଥିଲେ!!! ହତାଶା ଭିତରେ ଅଛି BJP…ଏଣେ ଆମେରିକାଠୁ ନୀତି ପ୍ରତିଦିନ…

Read More

Activist Arrested ଲିଙ୍ଗରାଜ ଆଜାଦ ଓ ସୁରେଶ ଗିରଫ

ଭୁବନେଶ୍ୱର :(ଭୁବନେଶ୍ୱର)-ନିୟମଗିରି ସୁରକ୍ଷା ସମିତି ଓ ମା ମାଟି ମାଳି ସୁରକ୍ଷା ମଞ୍ଚର ଉପଦେଷ୍ଟା ତଥା ସମାଜବାଦୀ ଜନ ପରିଷଦର ସଭାପତି ଲିଙ୍ଗରାଜ ଆଜାଦ୍ ଏବଂ ଜନ ଆନ୍ଦୋଳନ ମାନଙ୍କୁ ସଂହତି ଜଣାଉଥିବା ସମାଜବାଦୀ ଜନ ପରିଷଦର ଅନ୍ୟତମ ନେତା ସୁରେଶ ସଂଗ୍ରାମଙ୍କୁ ଏକ ମିଥ୍ୟା ମକଦ୍ଦମାରେ ଗିରଫ୍ କରାଯାଇଛି । ବେଦାନ୍ତ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ସେମାନଙ୍କୁ କମ୍ପାନୀ ଦଲାଲ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଚକ୍ରାନ୍ତରେ କର୍ଲାପାଟ ଥାନା କେଶ୍ ନଂ…

Read More

World Petroleum Crisis and India ଚଣ୍ଡୀଖୋଲ ଭୂତଳ କଞ୍ଚା
ତୈଳ ପ୍ରକଳ୍ପ

ଚଣ୍ଡିଖୋଲ :(ବିଜୟ ସାହୁ )-ଇରାନ -ଆମେରିକା ଯୁଦ୍ଧ ପରେ ତୈଳ ସଙ୍କଟ ଯୋଗୁଁ ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ତଥା ଅଧୁନା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଚିଠି ଲେଖି ଯାଜପୁର ଜିଲ୍ଲା ଡଙ୍କାରୀ ପଥର ପାହାଡ଼ ନିକଟରେ ପ୍ରସ୍ତାବିତ ଭୂତଳ କଞ୍ଚାପେଟ୍ରୋଲିୟମ ଗୋଦାମ ନିର୍ମାଣ ତ୍ବରାନ୍ବିତ କରିବାକୁ ନିବେଦନ କରିଛନ୍ତି । କାରଣ ରାଜ୍ୟ ସରକାର 600…

Read More

*ଲୋକ ଅଧିକାର ଯାତ୍ରା ୨୯ ମାର୍ଚ୍ଚ ଶହୀଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ…ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ବିରୋଧରେ

ଭୁବନେଶ୍ୱର (ନରେନ୍ଦ୍ର ମହାନ୍ତି ) : ଗତ ୨୫ ଫେବୃଆରୀରୁ ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇ ଗତ ୨୩ ମାର୍ଚ୍ଚରେ କଟକରେ ସମାପ୍ତ ହେବା ପରେ ଆସନ୍ତା ୨୯ ମାର୍ଚ୍ଚରେ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସରେ ଭୁବନେଶ୍ୱରଠାରେ ଲୋକ ଅଧିକାର ସମାବେଶ ଆୟୋଜନ ହେବ। ଲୋକଶକ୍ତି ଅଭିଯାନ, ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ଵୟ ଓଡ଼ିଶା ଶାଖା ଏବଂ ସେଣ୍ଟର୍ ଫର୍…

Read More

Biju legacy Debate Row ବ୍ୟବସାୟିକ ଲାଭ ହିଁ ସାର, ଅନ୍ୟ କଥା ଗାଲୁ ଗପ

ଭୁବନେଶ୍ୱର :(ବିଜୟ ସାହୁ )-ରାଜ୍ୟ ସଭା ନିର୍ବାଚନରେ ଯେହେତୁ ନବୀନ ପଟ୍ଟନାୟକ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କଲେ ତେଣୁ ଓରିଜିନାଲ ବିଜୁ ପରିବାରର ନେତାମାନଙ୍କ ସନ୍ତାନମାନେ ବିଦ୍ରୋହ କରୁଛନ୍ତି । ଏହା ହିଁ ବର୍ତ୍ତମାନର ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ବିଷୟ ,ଏପରି କି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ।କିନ୍ତୁ ଟିକିଏ ପଛକୁ ବୁଲି ଇତିହାସ ଦେଖିଲେ ଏହି ଚର୍ଚ୍ଚାର ମେରୀଖୁଣ୍ଟଦିଲ୍ଲୀପ ରାୟ ପ୍ରଥମରୁ ସେୟା ନଥିଲେ ।…

Read More