Story : A Different Savitri & her Contribution ଭିନ୍ନ ଏକ ସାବିତ୍ରୀ
ଭୁବନେଶ୍ୱର :(ସୌଭାଗ୍ୟ ପାଣିଗ୍ରାହୀ)-ରାତି ଗଭୀର ହେଉଥିଲା । ବାହାରେ ପ୍ରବଳ ବର୍ଷା , ଝରକାର କାଚ ଦେଇ ଘର ଭିତରକୁ ଧସେଇ ପଶୁଥିଲା ବିଜୁଳି ଓ ଘଡ଼ଘଡ଼ିର ରୋଶଣି । ଝରକାର କାଚରେ ସଙ୍ଗୀତର ମଧୁର ମୂର୍ଚ୍ଛନା ତୋଳୁଥିଲା ବର୍ଷା ବିନ୍ଦୁ । ନିଜ କାମ ସାରି ଶୟନ କକ୍ଷକୁ ପଶି ସ୍ୱାମୀ ପ୍ରକାଶ ନିଦରେ ଘୁଙ୍ଗୁଡ଼ି ମାରୁଥିବା ଦେଖୁଥିଲା ଅନନ୍ୟା । ଅନନ୍ୟା ଫେରିଯାଉଥିଲା ଅତୀତକୁ । ସେ ସାମ୍ବାଦିକତାର ଛାତ୍ରୀ ଥିବା ବେଳେ ଦିନେ…
Justice Suryakanta Remark ଅସରପା ଉଵାଚ.. ଭିନ୍ନ ଏକ ଆଲେଖ୍ୟ
ନୂଆଦିଲ୍ଲୀ :(ବିଜୟ ସାହୁ)-ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ସୂର୍ଯ୍ୟକାନ୍ତ ମିଶ୍ର ସୁପ୍ରିମକୋର୍ଟକୁ ଆସିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଗୁରୁତର ଆର୍ଥିକ ଭ୍ରଷ୍ଟାଚାର ଅଭିଯୋଗ ହେଇ ସାରିଥିଲା । ଏଠାରେ ତାଙ୍କର ସୁପ୍ରିମକୋର୍ଟ ବିଚାରପତି ହେବା ପର୍ଯ୍ୟନ୍ତ କାହାଣୀର କ୍ରନୋଲୋଜୀ ଅତ୍ୟନ୍ତ ରୋଚକ ଜନକ । ଜଷ୍ଟିସ ସୂର୍ଯ୍ୟକାନ୍ତ ହରିୟାଣାରହିସାର ଜିଲ୍ଲାରେ ଆଇନ ପେଶା 1984 ମସିହାରେ ଆରମ୍ଭ କରିଥିଲେ ।2000 ମସିହାରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଡଭୋକେଟ ଜେନେରାଲ ଭାବରେ 4 ବର୍ଷ ଥିଲେ ।…
NEET Exam Row ପରୀକ୍ଷା ବାତିଲ…କହିବା ସହଜ…. ଛାତ୍ରଛାତ୍ରୀ – ଅଭିଭାବକଙ୍କ ମାନସିକ ଅବସ୍ଥା.. କଥା.. କିଏ ବା ବୁଝେ..
ଭୁବନେଶ୍ୱର :(ଡ଼ ଇପ୍ସିତା ପ୍ରଧାନ )-କେତେ ସହଜ କହିଲେ କହିଦେବା ଯେ #NEET_UG_2026 #ପାବେଶିକ #ପରୀକ୍ଷା #ବାତିଲ ହେଲା, ପୁଣି ପରୀକ୍ଷା କରାଯିବ! କେତେ ସହଜ କହିଲେ NEET_UG_2026 #ପ୍ରଶ୍ନପତ୍ର #ଲିକ୍ ଉପରେ କୌଣସି #ମନ୍ତବ୍ୟ ଦେବାକୁ ମନା କରିଦେବା! ହେଲେ କ’ଣ ସତରେ ଏତେ ସହଜ NEET_UG_2026 ଦେଇଥିବା #୨୨ଲକ୍ଷ #ଛାତ୍ରଛାତ୍ରୀ ଏବଂ ତାଙ୍କ #ପରିବାର ପାଇଁ ଏକଥାକୁ ସ୍ବୀକାର କରିନେବା ଯେ ଯେଉଁ ପରୀକ୍ଷାରେ ବସିବା ପାଇଁ ସେମାନେ ଦିନର ୧୦ଘଣ୍ଟା ୧୫ ଘଣ୍ଟା…
ଆପେକ୍ସ କମିଟି ବୈଠକରେ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ପ୍ରାଶାସନିକ ରୂପରେଖ ଚୂଡ଼ାନ୍ତ
ଭୁବନେଶ୍ୱର, ୧୪/୫: ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସ୍ପିଏ)ର ପ୍ରଥମ ଆପେକ୍ସ କମିଟି ବୈଠକ ଗତ ୧୩ ତାରିଖରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟରେ, ସଭାପତି ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟରେ ପ୍ରମୁଖ ଇସ୍ପାତ ଶିଳ୍ପ; ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ଆରତୀ ଷ୍ଟିଲ, ରୁଙ୍ଗଟା ମାଇନ୍ସ, ଜେଏସଡବ୍ଲୁ ଷ୍ଟିଲ, ଜିନ୍ଦଲ ଷ୍ଟେନଲେସ, ଏସାର ମିନ୍ ମେଟ, ନର୍ଭେରାମ ପାଓ୍ୱାର ଏଣ୍ଡ ଷ୍ଟିଲ ଓ ଏସ୍ଏନ୍ଏମ୍ ଗ୍ରୁପର ପ୍ରତିନିଧି ଯୋଗଦେଇଥିଲେ।…
ପରିବର୍ତ୍ତନ…. ପଶ୍ଚିମବଙ୍ଗ….. Change… West bengal…
କୋଲକାତା :(ବିଜୟ ସାହୁ)-ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଲେ l ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା ବେଙ୍ଗଲ କୁ ଦୁଇଭାଗ କରି ହିନ୍ଦୁ ବେଙ୍ଗଲ ର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ହେବା । ସେଥିପାଇଁ ଭାରତ ବିଭାଜନ କିଛିମାସ ପୂର୍ବରୁ ମଇ 2,1947 ମସିହାରେ ବଡଲାଟ ଲର୍ଡ଼ ମାଉଣ୍ଟବାଟେନଙ୍କୁ ଚିଠି ଲେଖିଥିଲେ । ଏହା ପୂର୍ବରୁ ମାଉଣ୍ଟବାଟେନଙ୍କୁ ଏପ୍ରିଲ 23,1947 ମସିହାରେ ଭେଟି ଏହି ଦାବୀ ଉପରେ ଗୁରୁତ୍ୱ ଦେଇ ଆଲୋଚନା କରିଥିଲେ ।ହିନ୍ଦୁ ମହାସଭା ମଧ୍ୟ ତାଙ୍କୁ…
Not Ideal Its Idea ମୂର୍ତ୍ତି ନ ଥିଲା, ବିଚାର ଥିଲା
କୋଲକାତା :(ବିଜୟ ସାହୁ )-ମୁଁ ପୂର୍ବରୁ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଥିଲି ବେଙ୍ଗଲ ରେ ଯଦି ବିଜେପି ଜିତେ ତାହେଲେ ମୂର୍ତ୍ତି ଭଙ୍ଗା ନିଶ୍ଚୟ ଆରମ୍ଭ ହେବ । କାରଣ ରାଷ୍ଟ୍ରୀୟ ସ୍ୱୟଂ ସଂଘ ଓ ବିଜେପି ଦ୍ୱାରା ନିଯୁକ୍ତ ଝଞ୍ଜା ବାହିନୀଙ୍କ ପ୍ରଥମ ନଜର ପଡ଼ିବ ଏହି ମୂର୍ତ୍ତି ଗୁଡ଼ିକ ଉପରେ ଯାହା ଦିନେ ବେଙ୍ଗଲ ରାଜନୀତିରେ ପ୍ରତ୍ୟେକ ଆଦର୍ଶର ପ୍ରତୀକ ମାନଙ୍କୁ ପରିଚିତ କରିବାକୁ ଚାହିଁଥିଲା ।1967 -1969 ବଙ୍ଗଳା କଂଗ୍ରେସର ନେତା…
How is This Narrative ମମତା ବିଜେପିକୁ ବେଙ୍ଗଲ ଆଣିଥିଲେ… କେତେ ଯୁକ୍ତିଯୁକ୍ତ…
କୋଲକାତା :(ବିଜୟ ସାହୁ )-ଯେଉଁମାନେ ବେଙ୍ଗଲ ଓ ଜନସଂଘର ଇତିହାସ ଜାଣନ୍ତି ନାହିଁ ସେମାନେ କହିବେ ମମତା ଧଳା ଶାଢ଼ୀ କାନିରେ ବାନ୍ଧି ବିଜେପିକୁ ବେଙ୍ଗଲ ଆଣିଥିଲେ, ଯେମିତି ରାଜା ଭଗିରଥି ଶିବଙ୍କ ଜଟା ଭିତରେ ମା ଗଙ୍ଗାକୁ ପୂରେଇ ଭାରତକୁ ଆଣିଥିଲେ । ତେଣୁ As you sow so you reap ତାଙ୍କ ପାଇଁ ଦରକାର ଥିଲା ବୋଲି ଉଭୟ କଂଗ୍ରେସ ଓ ବାମପନ୍ଥୀଙ୍କ ଅଭିଯୋଗ ।କିନ୍ତୁ ବାସ୍ତବ ଇତିହାସ ହେଉଛି Janasangha was…
ଓଡିଶାରେ ବୃଦ୍ଧି ପାଉଛି ଖ୍ରୀଷ୍ଟିଆନ ବିରୋଧୀ ହିଂସା: ଜନ ଆୟୋଗ – ନାଗରିକ ସମାଜ ଚେତାଇଲା
ଭୁବନେଶ୍ୱର :(ନରେନ୍ଦ୍ର ମହାନ୍ତି )-ଭାରତର ଅନେକ ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଭେଦଭାବ ଏବଂ ହିଂସାର ବର୍ଦ୍ଧିତ ଘଟଣାଗୁଡ଼ିକର ତଦନ୍ତ କରିବା ପାଇଁ କାରୱାଁ-ଏ-ମୋହବତ୍ ସଂଗଠନ ଏବଂ ସଚେତନ ନାଗରିକ ମାନଙ୍କ ଏକ ଗୋଷ୍ଠୀ ଦ୍ୱାରା ଗଠିତ ହୋଇଥିବା ଜନ ଆୟୋଗ ( Peoples Tribunal) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଏବଂ ନାଗରିକ ସମାଜ ସହ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡିଶାରେ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ, ବିଶେଷକରି ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟ ମାନଙ୍କ ଉପରେ…
BJP – TMC Friendship & Fight ବନ୍ଧୁରୁ ବଇରୀ ହେବାର ଯାତ୍ରା
ଭୁବନେଶ୍ୱର :(ଦେବେନ୍ଦ୍ର ଆଚାର୍ଯ୍ୟ)–ମମତା ବାନାର୍ଜୀ ପ୍ରାୟ ୨୯ ବର୍ଷ ପୂର୍ବେ ୧୯୯୭ ମସିହାରେ କଂଗ୍ରେସ ଭାଙ୍ଗି ମୁକୁଲ ରୟଙ୍କ ସହ ମିଶି ତୃଣମୂଳ କଂଗ୍ରେସ (ଟିଏମସି) ଗଠନ କରିଥିଲେ, ସେତେବେଳେ ସେ CPM, CPI ଏବଂ କଂଗ୍ରେସକୁ ଶେଷ କରିବା ପାଇଁ ପଶ୍ଚିମବଙ୍ଗରେ ବିଜେପିକୁ ପ୍ରବେଶ କରାଇଥିଲେ l ମୁକୁଲ ରୟ ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।୧୯୯୯ ମସିହାରେ ମମତା ବାନାର୍ଜୀ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାରରେ ସାମିଲ…
ଆସନ୍ତୁ ଜାଣିବା ଜ୍ଞାନଜ୍ୟୋତି ତଥା ରାଷ୍ଟ୍ରପିତା ଜ୍ୟୋତିବାରାଓ ଫୁଲେଙ୍କୁ
ଭୁବନେଶ୍ୱର :(ଅଭିରାମ ମଲ୍ଲିକ)-ସମୟ ଥିଲା ୧୮୪୮ ମସିହା । ଜଣେ ବନ୍ଧୁଙ୍କ ବିବାହରେ ବରଯାତ୍ରୀ ଦଳରେ ଯୋଗ ଦେବାକୁ ଯାଇଥିଲେ ଶିକ୍ଷିତ ସୌମ୍ୟ ୨୧ ବର୍ଷର ଯୁବକ ଜ୍ୟୋତିରାଓ। ହେଲେ ସେ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ କେହି ଗ୍ରହଣ କଲେ ନାହିଁ। ବରଂ ବରର ପିତା ମାତା ବନ୍ଧୁ ପରିଜନ ତାଙ୍କୁ ଅପମାନ ଓ ଲାଞ୍ଛନା ଦେଇ ଏହି କାର୍ଯ୍ୟକ୍ରମରୁ ତୁରନ୍ତ ବାହାରି ଯିବାକୁ ନିର୍ଦ୍ଦେଶ ଦେଲେ । କାହିଁକି ଏପରି ହେଲା ? କାରଣ…

