ଲହରୀ… ଲହରୀ…. ଓଡ଼ିଆ ସିନେମା ଆଗକୁ ଯାଉଛି ପହଁରି ପହଁରି…
ଭୁବନେଶ୍ୱର : ପ୍ରଥମ ଆଲ୍ଲେଖ୍ୟ(ଜୟନ୍ତ ସେଠ)’ଭାବିବା ଆଉ କରିବା ଭିତରେ ଅନେକ ପାର୍ଥକ୍ୟ ଅଛି I ‘ ‘ ତୁ ମୋ ଠୁ ଆଇଡ଼ିଆ ନେଇ କିଛି କଲୁ, ମୁଁ ଵି ସେମିତି ଆଉ କାହାଠୁ ଆଇଡ଼ିଆ ନେଇ ବ୍ୟବସାୟ କରୁଛି ‘ ଏବେ ଏବେ ଖେଳୁଥିବା ଝିଲିକ ଭଟ୍ଟାଚାର୍ଯ୍ୟ ପ୍ରଯୋଜିତ ଏବଂ କ୍ଳାସିକ ଆଇଡ଼ିଆ ମାଷ୍ଟର ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦେଶିତ ଓଡ଼ିଆ ସିନେମା ‘ ଲହରୀ ‘ର ଏଇ କେଇ ପଦ ସଂଳାପରେ ଦୃଷ୍ଟିଭଙ୍ଗୀର ଗଭୀରତା…
