
ପ୍ରକଳ୍ପକୁ ନେଇ ବିଜେପି ଭିତରେ ଶୀତଳ ଯୁଦ୍ଧ….ମୁକୁ ବନାମ ମନମୋହନ କ୍ୟାମ୍ପ ଶିବିର ଚଳଚଞ୍ଚଳ..
ଭୁବନେଶ୍ୱର: (ସମ୍ପାଦିତ ଅଂଶ)- ଭଦ୍ରକ ଜିଲ୍ଲାରେ ଟେକ୍ସଟାଇଲ୍ ପାର୍କର ଆନୁଷ୍ଠାନିକ ମଞ୍ଜୁରୀ ପରେ ରାଜ୍ୟ ବିଜେପି ରାଜନୀତିକୁ ନେଇ ସାମାଜିକ ଗଣମାଧ୍ୟମରେ ମତ ରଖିଥିଲେ ବିଜେଡି ସମର୍ଥକ ତଥା ଖୋଲାକଥା ଫେମ୍ ସତ୍ୟଜିତ ମିଶ୍ର। ତାଙ୍କ ମୂଳଲେଖାର ଭାବକୁ ଅକ୍ଷୁର୍ଣ୍ଣ ରଖାଯାଇ ସମ୍ପାଦିତ ଅଂଶ ନିମ୍ନରେ ପ୍ରଦାନ କରାଯାଇଛି। -ଶ୍ରୀ ମିଶ୍ର କହିଛନ୍ତି ଯେ, ପୂର୍ବ ନବୀନ ପଟ୍ଟନାୟକ ସରକାର ଥିଲେ ରାଜନୈତିକ ସମୀକ୍ଷକ ମାନେ ଆବଶ୍ୟକତା ଠାରୁ ଅଧିକ ଉତ୍ପାତ ହେଉଥିଲେ। ସେ ଜଣେ ସାଧାରଣ…