Odisha Patrika

 ନବାନ୍ନ ଘେରାଉ କାହାର ପ୍ରତିଫଳନ ଥିଲା ?

କୋଲକାତା : (ବିଜୟ ସାହୁ)-RG KAR ମେଡ଼ିକାଲରେ ନୃଶଂସ ଦୁଷ୍କର୍ମ ଓ ହତ୍ୟାର ଏକ Political Twist ଥିଲା ନବାନ୍ନ ବା ପଶ୍ଚିମବଙ୍ଗ ନୂତନ ସଚିବାଳୟ ଅଭିଯାନ । ଗତ ୨୭ ତାରିଖରେ ପ୍ରତିବାଦକାରୀଙ୍କ କ୍ଷୋଭର ବର୍ଷଣ ଦେଖା ଯାଇଥିଲା । ହାୱଡା ଓ କଲିକତାର ଯମଜ ସହର ଗୁଡିକରୁ ଯୁବକମାନେ ଅପରାହ୍ନରେ ବିଭିନ୍ନ କୋଣରେ ବହୁ ସଂଖ୍ୟାରେ ବିକ୍ଷୋଭ ପ୍ରଦର୍ଶନ କରି ମମତା ବାନାର୍ଜୀଙ୍କର ଇସ୍ତଫା ଦାବୀ କଲେ । ସେମାନଙ୍କ ଦାବୀ ଥିଲା ମମତା…

Read More

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ ଓ ଆଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲା। ଓଡିଶାରେ ଶିଳ୍ପର ବିକାଶ ପାଇଁ ଜିନ୍ଦଲଙ୍କ ପ୍ରଚେଷ୍ଟାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ ଆଗାମୀ ସଂପ୍ରସାରଣ ପାଇଁ…

Read More

ପଛୁଆବର୍ଗ ସଂରକ୍ଷଣ- କାନ୍ଦୁଛନ୍ତି ସମସ୍ତେ..ହେଲେ କାହା ଆଖିରେ ଲୁହ ନାହିଁ….

ଭୁବନେଶ୍ୱର : ଓଡ଼ିଶା ବିଧାନସଭା କିଛିଦିନ ହେବ ସାମାଜିକ ନ୍ୟାୟ ଓ ସଂରକ୍ଷଣ ପ୍ରସଙ୍ଗରେ ପ୍ରଭାବିତ ହେବାରେ ଲାଗିଛି। ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ ଦଳ ବିଜେଡି ଦ୍ୱାରା ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିଛନ୍ତି। ମାତ୍ର ଚଳିତ ବର୍ଷ ଏହି ପ୍ରସଙ୍ଗକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହିଁ ଉପସ୍ଥାପିତ କରିଥିଲେ।  କଂଗ୍ରେସର ସମସ୍ତ ବିଧାୟକ ଶ୍ରୀ କାଡାମଙ୍କ ସ୍ୱରରେ ଏକମତ ହୋଇଥିଲା। ବିଜେଡି ମଧ୍ୟ ଏହି…

Read More

ସଚେତନତା ହିଁ ଅପରାଧରୁ ସୁରକ୍ଷା ଦେବ

ଭୁବନେଶ୍ୱର, ୨୭।୮: ଆଜିକାଲି ସମାଜରେ ଅପରାଧ ବଢ଼ିବାରେ ଲାଗିଛି ଅପରାଧର ସଜ୍ଞା ମଧ୍ୟ ବଦଳିବାରେ ଲାଗିଛି କେହି କିଛି ବୁଝିବା ପୂର୍ବରୁ ଅପରାଧ ବା ଠକେଇର ଶିକାର ହୋଇଯାଉଛନ୍ତି ତେଣୁ ପ୍ରତ୍ୟେକ ସ୍ତରରେ ସଚେତନ ରହିଲେ, ଅପରାଧରୁ ଆମେ ସବୁ ମୁକୁଳି ପାରିବା ବୋଲି ବିଚାର ଭାରତୀ ଟ୍ରଷ୍ଟ ଏବଂ ପି.ଜେ କଲେଜ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ମିଳିତ ଆନୁକୂଲ୍ୟରେ ‘ସାଥୀ’ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ମଙ୍ଗଳବାର ପିଜେ କଲେଜ ପରିସରରେ…

Read More

ଇଡି ଅଫିସ୍ ଘେରାଉ ସହ ପଥପ୍ରାନ୍ତ ସଭା କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଫଳାଫଳ ପରେ ପ୍ରଦେଶ କଂଗ୍ରେସ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି। ଇଡି ଅଫିସ ଆଗରେ ଘେରାଉ କରିବା ସହ ଏକ ମଧ୍ୟମ ଧରଣର ପଥପ୍ରାନ୍ତ ସଭା ମଧ୍ୟ ଆୟୋଜିତ ହୋଇଯାଇଛି। ଷ୍ଟିଅରି କମିଟିର ସମସ୍ତ ସଦସ୍ୟଙ୍କ ସମେତ ବିଧାୟକ ଦଳ ଏହି ସଭାରେ ଉପସ୍ଥିତ ରହିଥିଲେ। କଂଗ୍ରେସ ନେତା ମହମ୍ମଦ ମୋକ୍କିମ ଏହି କାର୍ଯ୍ୟକ୍ରମର ସଂଯୋଜକ ରହିଥିଲେ। କୋରାପୁଟ ସାଂସଦ ସପ୍ତଗିରୀ ଉଲ୍ଲାକା ଅଦାନୀ କମ୍ପାନୀ କିପରି ଦେଶର…

Read More

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ସୁନା ଖଣିର ସନ୍ଧାନ…….ରାଜସ୍ୱ ଆଦାୟ କରି ମାଲାମାଲ ହେବେ ମୋହନ ସରକାର

ଭୁବନେଶ୍ୱର : ରାଜ୍ୟରେ  ସୁନା ଖଣିର ସନ୍ଧାନ ମିଳିଛି। ଏହା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଗୋପୁର -ଗାଜିପୁର ଅଞ୍ଚଳରେ ସୁନା ଖଣି ରହିଛି।  ସେହିପରି ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା ଜାରି ରହିଛି। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନା କଂଗ୍ରେସ ବିଧାୟକ  ତାରା ପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ଦେଇଛନ୍ତି।  ଅନୁରୂପ ଭାବେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡା,ରୁଆଁସୀ,…

Read More

କେବେ ଆମେ ବିକଶିତ ହେବା ? ୨୦୩୬ ନା ୨୦୪୭ରେ !!!

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ)- ହେ ଓଡ଼ିଶାର ଧୁରନ୍ଧରଗଣ ,  ଆପଣମାନେ ଆମକୁ ଶୁଣାଇ ଶୁଣାଇ ଆମ କାନ ପଚେଇ ସାରିଲେଣି, ୨୦୩୬ ରେ ଓଡ଼ିଶା ବିକଶିତ ରାଜ୍ୟ ହେବ। ୨୦୪୭ ରେ ଭାରତ ବିକଶିତ ଦେଶ ହେବ। ଥରୁଟିଏ ପଚାରି ଆସି ତ କୁହନ୍ତୁ,  ସେ ବିକଶିତର ସଂଜ୍ଞା କ’ଣ ? ଜିଡିପିରେ ତ ?  ଟଙ୍କା ଆକାରରେ ନା ଡଲାର ଆକାରରେ ? କାରଣ ବିକଶିତ ହେଉଛି ଏକ ଅନ୍ତଃରାଷ୍ଟ୍ରୀୟ ମାପକ । ଟଙ୍କା…

Read More

ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି, ଅବାନ୍ତର କଥା ଶୁଣିବା ଦେହସୁହା ହେଲାଣି

ଭୁବନେଶ୍ୱର : (ହେମନ୍ତ ମହାନ୍ତି) କିଛି ଦିନ ହେବ ଅଭାବନୀୟ ଦୃଶ୍ୟ ସବୁ ଦେଖିବାକୁ ଓ ଶୁଣିବାକୁ ମିଳୁଛି ମିଳୁଛି !! ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କହିଲେ ୧୯୫୧ମସିହାରେ ଦେଶ ସ୍ବାଧୀନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ କହିଲେ ୧୯୭୫ମସିହାରେ ଦେଶ ସ୍ୱାଧୀନ ହେଲା। ସାଂସଦ କଙ୍ଗନା ରାଣାୱତ୍ କହିଥିଲେ ଯେ, ୨୦୧୪ମସିହାରେ ଦେଶ ସ୍ବାଧୀନ ହେଲା। ଏବିଭିପିର ଗୋଟେ ଝିଅ ଲଲନଟପ୍ ୟୁଟ୍ୟୁବରେ ଆମକୁ ସ୍ୱାଧିନତା ଲିଜ୍ ଆକାରରେ ମିଳିଛି ବୋଲି କହିଥିଲେ। ହେଲେ…

Read More

କେଉଁ ପ୍ରସଙ୍ଗ ନେଇ ନବୀନ ଲୋକଙ୍କ ପାଖକୁ ଯିବେ…ଦଳ ରାଜନୈତିକ ନିଷ୍ପତ୍ତି ସ୍ଥିର କରିଛି କି…..

ଭୁବନେଶ୍ୱର : ଅପ୍ରତ୍ୟାଶିତ ଭାବେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ହୋଇଛି। ଏହା ପରେ ପରାଜୟର ବ୍ୟବଚ୍ଛେଦ ହେବା କଥା। ତାହା ମଧ୍ୟ ହେଲା ନାହିଁ। ଭିକେ ପାଣ୍ଡିଆନଙ୍କ ରାଜନୈତିକ ଅବସର ମଧ୍ୟ ଆଜି ରହସ୍ୟାବୃତ। ଦଳର କିଛି ପ୍ରମୁଖ ନେତାଙ୍କୁ ବାଦ୍ ଦେଇ ପରାଜିତ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ  ହୋଇଛି ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟି। ଏହି କମିଟିର ସଦସ୍ୟମାନେ ଦୁଇଦିନ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକଙ୍କୁ…

Read More

କେରଳରୁ ଶିକ୍ଷା: ପ୍ରକୃତି ସହ ଖେଳ, ଡାକି ଆଣିବ ବିପଦ …

ଭୁବନେଶ୍ୱର : କେରଳର ୱୟେନାଦ ଜିଲ୍ଲାର ବର୍ତ୍ତମାନ ସୃଷ୍ଟି ହେଇଥିବା ବିଧ୍ଵଂସୀ ଭୂସ୍ଖଳନରେ ସଦ୍ୟତମ ସମ୍ବାଦ ଅନୁଯାୟୀ ୨୦୦ ପାଖାପାଖି  ମୃତ୍ୟୁ ବରଣ କରିଛନ୍ତି ଓ ଶତାଧିକ ଆହତ ହୋଇଛନ୍ତି । ଆମ ରାଜ୍ୟର କିଛି ଡାକ୍ତର ଏଥିରେ ମୃତ୍ୟୁ ବରଣ କରିଛନ୍ତି ଓ କେତେକ ନିଖୋଜ ଅଛନ୍ତି । ଅଧିକରୁ ଅଧିକ ଜନ ଜୀବନ କ୍ଷତି ର ଆଶଙ୍କା କୁ ମଧ୍ୟ ଅସ୍ବୀକାର କରି ହେବ ନାହିଁ । ୨୦୨୩ରେ ଇସ୍ରୋ ର  ଜାତୀୟ ରିମୋଟ…

Read More