Odisha Patrika

 ତିନି ପ୍ରସିଦ୍ଧ ବ୍ୟାଟରଙ୍କୁ ପଛରେ ପକାଇ ଦେଲେ  କେଏଲ୍ ରାହୁଲ

ମୁମ୍ବାଇ : ଭାରତରେ ଜାରି ରହିଥିବା କ୍ରିକେଟ୍ ବିଶ୍ୱକପର ଦିନକ ପରେ ସେମି ଫାଇନାଲ ଭେଟଘାଟ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବ ମ୍ୟାଚ୍ ରେ କେଏଲ ରାହୁଲ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ପାଇଁ ଗୌରବର ବିଷୟ। ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତ ବିଶାଳ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ସମେତ କେଏଲ ରାହୁଲ ଦ୍ରୁତତମ ଶତକ ହାସଲ କରିଥିଲେ। ରାହୁଲ ମାତ୍ର ୬୨ ବଲରେ…

Read More

ଦଶହରାରେ ଅବସର..ଦୀପାବଳୀରେ ବିଜେଡିରେ ଯୋଗ ଦେବେ କି.. ଭି.କେ ପାଣ୍ଡିଆନ୍….

ଭୁବନେଶ୍ୱର: ଦଶହରାର ଦିନକ ପୂର୍ବରୁ ନବମୀ ଦିନ ସନ୍ଧ୍ୟାରେ ଏକ ଖବର ଆସିଲା। ଯାହା ବିଶ୍ୱକପ୍ ଅଭିଯାନରେ ପାକିସ୍ଥାନକୁ ଅଫଗାନିସ୍ଥାନ ହରାଇଥିବା ଭଳି ଅର୍ନ୍ତଜାତୀୟ ଖବରକୁ ପଛରେ ପକାଇଦେଲା। ଏହା ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଖବର ଚର୍ଚ୍ଚା ଜୋର ଧରିଲା। ଏହି ଖବରଟି ଥିଲା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର। ଏହି ଖବରକୁ ୨୪ ଘଣ୍ଟା ନ ପୂରୂଣୁ ଆଉ ଏକ…

Read More

ଦେବୀ ମିଶ୍ରଙ୍କ ବିରୋଧରେ ଲଢିବେ ଏହି ଅବସରପ୍ରାପ୍ତ ସରକାରୀ ଅଧିକାରୀ

ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ କଟକ ଜିଲ୍ଲାର ବଡମ୍ବା ନରସିଂହପୁରର ଏକାଧିକ ଜିଲ୍ଲା ପାରିଷଦ ଜୋନ୍ ବିଜେପି ହାତକୁ ଯାଇଥିଲା। ଏହି ଠାରୁ ଦେବୀ ପ୍ରସାଦ ମିଶ୍ରଙ୍କ ହାତରୁ ସଙ୍ଗଠନ ଖସୁଥିବା ଜଣାପଡିଥିଲା। ମାତ୍ର ନବୀନଙ୍କ ଲୋକପ୍ରିୟତା ଏବଂ ବିଜେପିର ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ୨୦୧୯ ନିର୍ବାଚନ ବାତାବରଣ ଜିତାଇ ଆଣିଥିଲା। ମାତ୍ର ଏହା ପରେ ବିଭିନ୍ନ ତୃଣମୂଳ ସଭାରେ ଶ୍ରୀ ମିଶ୍ରଙ୍କୁ ଆକ୍ରମଣ କରାଯିବ, ଅପଦସ୍ତ କରାଯିବା ଦେଖିବାକୁ ମିଳିଥିଲା। ଜଣେ…

Read More

କେଉଁ ସବୁ ଖାଦ୍ୟ ଖାଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ଷ୍ଟୋଇନିସ୍ …..କିଏ ଦେଇଥିଲା ତାଙ୍କୁ ଖାଦ୍ୟ ସମ୍ପର୍କିତ ପରାମର୍ଶ

ନୂଆଦିଲ୍ଲୀ – ବର୍ତ୍ତମାନ କ୍ରିକେଟ୍ ବିଶ୍ୱକପ୍ ଜାରି ରହିଛି।  ଏହି ସମୟରେ କେଉଁ ଖେଳାଳି କଣ ଖାଉଛନ୍ତି। ତାହାକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ଖାଦ୍ୟ ଶୈଳୀକୁ ନେଇ ଚର୍ଚ୍ଚା ଜାରି ରହିଛି । ଯେପରି ‌କମ୍‌ କାର୍ବୋହାଇଡ୍ରେଟ୍‌ ଖାଦ୍ୟ ଖାଇବେ ତାହା ଉପରେ ଧ୍ୟାନ ଦେବାକୁ ବ୍ୟକ୍ତିଗତ ରୋଷେୟାଙ୍କୁ  ଷ୍ଟୋଇନିସ୍ ନିଜ ସାଙ୍ଗରେ ସବୁ ସମୟରେ ନେଇ ଥାଆନ୍ତି।  ଷ୍ଟୋଇନିସ୍‌ ଏବେ କିଟୋଜେନିକ୍‌ ଡାଏଟ୍‌ (ହାଇ ଫ୍ୟାଟ୍‌, ଲୋ…

Read More

କିଏ ମୁକେଶ ଅମ୍ବାନୀକୁ ମାରିଦେବାକୁ ଚାହୁଁଛି…..ନିଜ ପ୍ରଥମ ଚିଠିରେ ଏପରି କାହିଁକି ଲେଖିଲା ….

ମୁମ୍ବାଇ :  କୋଡ଼ିଏ କୋଟି ଟଙ୍କା ଦିଅ। ଶୀଘ୍ର ଦିଅ। ନଚେତ ତୁମକୁ ମାରିଦେବୁ। ହଁ ଆଜ୍ଞା, ଏମିତି ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି ଭାରତର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ। ଗୋଟିଏ ଇ-ମେଲ୍ ମାଧ୍ୟମରେ   ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନି ହତ୍ୟା ଧମକ ଦିଆଯାଇଥିବା ମୁମ୍ବାଇ ପୁଲିସ୍ ଗଣମାଧ୍ୟମକୁ ଅବଗତ କରିଛି। ୨୦ କୋଟି ଟଙ୍କା ନ ଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତିଙ୍କଦ୍ୱାରା ଶ୍ରୀ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା…

Read More

 କେମିତି କରିବେ ସମାଲୋଚନା, ବାଟ ଖୋଜୁଛନ୍ତି ବିଜେପି-କଂଗ୍ରେସ

ଭୁବନେଶ୍ୱର : ଭି.କେ ପାଣ୍ଡିଆନଙ୍କୁ ଆମେ ବିଧାନସଭାରେ ଆକ୍ରମଣ କରିବୁ। ତାଙ୍କୁ କଳା ପତାକା ଦେଖାଇବୁ। ଆମ ପିଲା କେସ୍ ଖାଇବେ। ଅଫିସର ହୋଇ ରାଜନୀତି କରିବେ କାହିଁକି ବୋଲି ପ୍ରଶ୍ନ କରିବୁ। ଯେତେବେଳେ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ, ସେ ସମୟରେ ଆମ ଦଳ ଜାଣିପାରିଲେ ନାହିଁ କାହିଁକି। କେନ୍ଦ୍ରକୁ ଆବେଦନ ଗଲା। ଆମର ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଜଣେ ପୂର୍ବ ପ୍ରଶାସିକା କେମିତି ଟେର ପାଇଲେନି। ହଁ ଆଜ୍ଞା…

Read More

 ମଲ୍ଲିକାର୍ଜୁନଙ୍କ ମନ କିମ୍ବା ମୁଣ୍ଡରେ ଓଡ଼ିଶା କଂଗ୍ରେସ ନାହିଁ, ତାଙ୍କୁ ଓଡ଼ିଶା ଆଣିବାରେ ବିଫଳ ନେତୃତ୍ୱ

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ନଅ ବିଧାୟକ ଅଛନ୍ତି। ଆଗାମୀ ଦିନରେ ଏହା ନବେରେ ପହଞ୍ଚିବ। ବିଜେଡି-ବିଜେପି ଭାଇଭାଇ, କଂଗ୍ରେସ ହିଁ ବିକଳ୍ପ। ଏମିତି କିଛି ସ୍ଲୋଗାନବାଜି ଦେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ବର୍ଷକରୁ ଉର୍ଦ୍ଧ୍ୱ ସମୟ ଧରି କହି ଆସୁଛନ୍ତି। ଇତି ମଧ୍ୟରେ ପିସିସି କମିଟି ଘୋଷଣା ହେବା ସହ ଏକାଧିକ ଛୋଟମୋଟ କାର୍ଯ୍ୟକ୍ରମ ନିଆଗଲାଣି। ଅନୁରୂପ ଭାବେ କେନ୍ଦ୍ରରେ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ଦାୟିତ୍ୱ ନେବାର ବର୍ଷେ ମଧ୍ୟ ପୂରିଗଲାଣି। ହେଲେ…

Read More

ଏଥର ଆମଦଳରୁ ସାଂସଦ ହୋଇ ଆସ ଭର୍ତ୍ତୃହରି ଜୀ, ଆପଣ ମନ୍ତ୍ରିମଣ୍ଡଳ କିମ୍ବା ବାଚସ୍ପତି ଆସନରେ ଅଧିକ ଶୋଭା ପାଇବେ….କାହିଁକି ଏପରି କହିଲେ ମୋଦି…

ନୂଆଦିଲ୍ଲୀ :  ‘ଭର୍ତ୍ତୃହରି ଜୀ ବକ୍ତ ହୋ ଚୁକା ହୈ। ଆପ୍ କମଲ ସେ ସଂସଦ ଆୟିୟେ। ଆପକେ ଜୈସା ଲୋକ କ୍ୟାବିନେଟ୍ ମୈ ନେହିଁ ତୋ  ସ୍ପିକର ହୋନା ଚାହିୟେ। ବିଜେଡି ଚ ଡୁବତେ ନୌୟା ହୈ।’ ଏମିତି କିଛି କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କହିଥିବା ଦିଲ୍ଲୀ ସାମ୍ବାଦିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପ୍ରଧାନମନ୍ତ୍ରୀ ଏବଂ ଭର୍ତ୍ତୃହରିଙ୍କ ମଧ୍ୟରେ ପ୍ରାୟ ୩୫ରୁ୪୦ ମିନିଟ୍ ଆଲୋଚନା ହୋଇଥିବା ବିଭିନ୍ନ…

Read More

ଚକମା ଦେଇପାରେ ବିଜେପି ପ୍ରଭାବିତ ନିର୍ବାଚନ କମିସନ, ଏଭଳି ପରିସ୍ଥିତିରେ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେଡି

ଭୁବନେଶ୍ୱର :   ନିକଟରେ ପାଞ୍ଚଟି ରାଜ୍ୟର ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି। ତନ୍ମଧ୍ୟରୁ ଚାରୋଟି ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେଉଛି। ବହୁଳ ଭାବେ ନକ୍ସଲ ପ୍ରଭାବିତ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଓଡ଼ିଶାରେ ଦୀର୍ଘବର୍ଷ ଧରି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇନାହିଁ। ଏମିତି ବି ନକ୍ସଲ ମୁକାବିଲାରେ ରାଜ୍ୟ ଆଗୁଆ ବୋଲି କେନ୍ଦ୍ର ସରକାର ଏବଂ ଖୋଦ୍ ଗୃହ ମନ୍ତ୍ରୀ ସାର୍ଟିଫିକେଟ ଦେଇ ଯାଇଛନ୍ତି। ତେଣୁ ଓଡ଼ିଶାରେ ଗୋଟିଏ ପର୍ଯ୍ୟାୟରେ…

Read More

ଓଡ଼ିଶା ମିଲେଟ ମିଶନ ସହଭାଗିତାରେ ଧାରଣୀୟ କୃଷିକୁ ପ୍ରୋତ୍ସାହନ ଦେଉଛି ଟିପିଏସ୍ଓଡିଏଲ୍

.୫ଶହ ଏକର ଚାଷ ଜମିକୁ ବିହନ ସହ ଆନୁସଙ୍ଗିକ ସହାୟତା • ୫ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାଷୀଙ୍କୁ ମିଲେଟ ଉପାଦେୟତା ପ୍ରଶିକ୍ଷଣ ବ୍ରହ୍ମପୁର, ଅକ୍ଟୋବର: ମହିଳା ସଶକ୍ତିକରଣ ଦିଗରେ ଗୋଷ୍ଠୀ ସହଭାଗିତାକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି । ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସହଭାଗିତାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଚାଷୀମାନଙ୍କୁ ତାଲିମ ଦିଆଯାଉଛି ।…

Read More