
ଜିତିଗଲେ ଟ୍ରମ୍ପ, ଆହୁରି ମାଲାମାଲ ହୋଇ ଯିବେ କି ଆଦାନୀ…..
ଭୁବନେଶ୍ୱର : (ବିଜୟ ସାହୁ) — ଏହି ବିଷୟଟି ବୁଝିବାକୁ ହେଲେ ପ୍ରଥମେ ଆମେରିକା ରାଜନୈତିକ ଅର୍ଥନୀତି ଓ ଏହାର ରାଷ୍ଟ୍ରପତିଙ୍କୁ ବୁଝିବାକୁ ହେବ । ଆମେ ସମସ୍ତେ ଜାଣିଲେ ଟ୍ରମ୍ପ ସୁପ୍ରିମକୋର୍ଟ ଉପରେ ରାଜନୈତିକ ଚାପ ପକେଇ ଭ୍ରଷ୍ଟାଚାରରେ ଦୋଷୀ ବୋଲି ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ଦୋଷ ଘୋଷଣା ହେଲେ । ବର୍ତ୍ତମାନ 20 ଜାନୁଆରୀ ପରେ Make America Great America ( MAGA ) ନୀତି ଉପରେ କାର୍ଯ୍ୟ କରିବେ ।…