Odisha Patrika

ସୁରଙ୍କ କଥା ମାନିଲେନି ପୁଅ ମନ୍ମଥ, କହିଲେ କଂଗ୍ରେସରୁ ଲଢିବି ନାହିଁ….

ଜଟଣୀ : ମୁଁ କଂଗ୍ରେସ ଓ ମୋ ପରିବାର କଂଗ୍ରେସ । ମୁଁ କଂଗ୍ରେସ ଛାଡିବିନି । ମୋ ପୁଅ କଂଗ୍ରେସରୁ ଲଢିବ। ଏକଥା କହିଥିଲେ କଂଗ୍ରେସର ସବୁଠୁ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ। ହେଲେ ସମୟ ଚକ୍ରରେ ସେହି କଥା ଆଉ କହିପାରିବେନି । କାରଣ ଜନ୍ମାଷ୍ଟମୀ ଦିନ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁରଙ୍କ ପୁଅ ମନ୍ମଥ ନିଆରା ଢଙ୍ଗରେ ତାଙ୍କୁ ଲୋକହସା କରିଛନ୍ତି । ମନ୍ମଥ ରାଉତରାୟ କହିଛନ୍ତି ଯେ, କଂଗ୍ରେସ…

Read More

ରାଜ୍ୟ କଂଗ୍ରେସର ବୌଦ୍ଧିକ ଦେବାଳିଆ ପଣ ଇଣ୍ଡିଆକୁ ଓଡ଼ିଶାରେ କରିଦେଇପାରେ ଦୁର୍ବଳ… ହେଲେ ଜନତାଙ୍କ ପାଖରେ ବିକଳ୍ପ ବିଚାର କ’ଣ….

ଭୁବନେଶ୍ୱର : ଜାତୀୟସ୍ତରରେ ବିରୋଧି ମାନେ ଇଣ୍ଡିଆ ମେଣ୍ଟରେ ଏକାଠି ହୋଇ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏହି କ୍ରମରେ ଓଡ଼ିଶାରେ କଂଗ୍ରେସ ଆବାହକତ୍ୱରେ ଦୁଇଥର ମେଣ୍ଟ ବୈଠକ ବସିସାରିଲାଣି। ଜାତୀୟସ୍ତର ବୈଠକରେ ପ୍ରତି ବୈଠକରେ ନୂଆ ନୂଆ ରାଜନୈତିକ ସୂଚୀ ଧିରେ ଧିରେ ସାମନାକୁ ଆସୁଛି। ହେଲେ ରାଜ୍ୟରେ ଥିବା ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ମିଳୁନାହିଁ। ଅପରପକ୍ଷରେ ଭଞ୍ଜ ଭୂମି ବାରିପଦାରେ ଅଣ ବିଜେପି-ଅଣ ବିଜେଡି ଦଳର ସାମାଜିକ ନ୍ୟାୟକୁ ନେଇ ମେଳି ଆଉ…

Read More

ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ରାସ୍ତାରେ ..ମୁଣ୍ଡ ଟେକୁଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଗ୍ୟକୁ ନେଇ କଳ୍ପନାଜଳ୍ପନା..

ଆଜି ଓଡିଆ ବିଶ୍ୱବିଦ୍ୟାଳୟ ସାକ୍ଷୀଗୋପାଳରେ କାର୍ଯ୍ୟକ୍ଷମ ହେଉଥିବାବେଳେ ଅନ୍ୟ ପକ୍ଷରେ କମ୍ ଶିକ୍ଷକଙ୍କ ସହିତ ଭିତ୍ତିଭୂମି ଅଭାବରୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଆରମ୍ଭ ହୋଇପାରି ନାହିଁ । କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ କଟକଣା ଯୋଗୁଁ ଆଠବର୍ଷ ଧରି ଚାଲି ଆସୁଥିବା ମୁକ୍ତ ବିଶ୍ୱବିଦ୍ୟାଳୟ ଶେଷ ହେବାକୁ ଯାଉଥିବାବେଳେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ କିନ୍ତୁ ଖୁସିର ଖବର ଦେଉଛି । ୨୦୧୪ ରେ ବିଧାନସଭାରେ ଓଡିଶା ମୁକ୍ତ ବିଦ୍ୟାଳୟ ଆଇନ୍‍ ଅଣାଯାଇଥିଲା ।…

Read More

କେନ୍ଦ୍ରୀୟ ବିଜ୍ଞାପନରୁ ସମାଜ, ରାଜ୍ୟ ସରକାରଙ୍କ ବିଜ୍ଞାପନରୁ ସମ୍ବାଦ ବାଦ୍…

ଭୁବନେଶ୍ୱର : ରାଜ୍ୟର ବହୁଳ ପ୍ରସାରିତ ଦୁଇଟି ଖବର କାଗଜକୁ ବିଜ୍ଞାପନ ପ୍ରଦାନ କରାଯାଉନାହିଁ। ସମାଜକୁ କେନ୍ଦ୍ରୀୟ ସଂସ୍ଥା ଡିଏଭିପି ବିଜ୍ଞାପନ ପ୍ରଦାନ କରୁନାହିଁ। ପ୍ରାୟ ମାସେ ହେବ ସମାଜକୁ ବିଜ୍ଞାପନ ମିଳୁନାହିଁ। ଏକଥା ଟୁପୁରଟାପୁରରେ ଥିଲା। ମାତ୍ର ଏହି ଖବର କାଗଜର ପୂର୍ବତନ ସମ୍ପାଦକ ବାମପଦ ତ୍ରିପାଠୀ ଫେସବୁକରେ ଲେଖି ସାର୍ବଜନୀନ କରିଛନ୍ତି। ଅନୁରୂପ ଭାବେ ପ୍ରାୟ ସପ୍ତାହେ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦିତ ସମ୍ବାଦକୁ ରାଜ୍ୟ ସରକାର ବିଜ୍ଞାପନ ଦେଉନାହାନ୍ତି। ଏକଥା ସମ୍ବାଦର…

Read More

Asia cup 2023 ; ଏସିଆ କପରେ ପରିବର୍ତ୍ତନ ହେବ ନାହିଁ ସ୍ଥାନ; ପାକିସ୍ତାନକୁ ଜବାବ୍ ଦେଲେ ଜୟ ଶାହା

ଏସିଆ କପ୍ ସହିତ ଜଡିତ ବଡ ଖବର ଆଗକୁ ଆସିଛି | ବାସ୍ତବରେ ଏସିଆ କପ୍ ସୁପର- ୪ ରାଉଣ୍ଡର ସ୍ଥାନରେ କୌଣସି ପରିବର୍ତ୍ତନ ହେବ ନାହିଁ | ଶ୍ରୀଲଙ୍କାରେ ଭାରତୀୟ ଦଳର ସବୁ ସୁପର-୪ ରାଉଣ୍ଡର ମ୍ୟାଚ୍ ଖେଳାଯିବ। ଶ୍ରୀଲଙ୍କାରେ ଲଗାତାର ବର୍ଷା ହେତୁ ସୁପର-୪ ରାଉଣ୍ଡର ସ୍ଥାନ ପରିବର୍ତ୍ତନ ହେବ ବୋଲି ଖବର ପ୍ରକାଶ ପାଇଥିଲା । ଶ୍ରୀଲଙ୍କା ପରିବର୍ତ୍ତେ ପାକିସ୍ତାନ ଭେନ୍ୟୁରେ ଏସିଆ କପ୍ ସୁପର-୪ ରାଉଣ୍ଡ ମ୍ୟାଚ୍ ଖେଳାଯିବାର ଯୋଜନା ରହିଥିଲା,…

Read More

LIC New Jeevan Shanti Plan: ଅବସର ପରେ ଏହି ଯୋଜନାରେ ପାଇ ପାରିବେ ମାସକୁ ୮ ହଜାର ପର୍ଯ୍ୟନ୍ତ ପେନସନ୍

ଦେଶର ସର୍ବବୃହତ ବୀମା କମ୍ପାନୀ LIC ର ସବୁ ବୟସର ଲୋକଙ୍କ ପାଇଁ ଅନେକ ଯୋଜନା ରହିଛି | ଏହା ଭିତରୁ LIC ର ଅବସର ଯୋଜନାଗୁଡିକ ବହୁତ ଲୋକପ୍ରିୟ, ଯାହା ଅବସର ପରେ ଆର୍ଥିକ ସୁରକ୍ଷାକୁ ଧ୍ୟାନରେ ରଖି ପ୍ରବର୍ତ୍ତିତ ହୋଇଛି | ଏହି ନୀତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି LIC New Jeevan Shanti ଯୋଜନା, ଯାହା ଏକକ ପ୍ରିମିୟମ୍ ଯୋଜନା ଏବଂ ଆପଣ ଥରେ ବିନିଯୋଗ କଲେ ପ୍ରତିବର୍ଷ 50,000 ଟଙ୍କା ପେନ୍ସନ୍…

Read More

ବିଜେଡିର ଆକାର ବଢୁଛି, ହେଲେ ଓଜନ…..ନିର୍ବାଚନୀ ପ୍ରସଙ୍ଗ ଜୁଟାଇ ପାରୁନି ଦଳ….ସମାନ ପ୍ରସଙ୍ଗରେ ପିନାକୀ-ଦେବୀ କହିଲେ ଅଲଗା କଥା…

ଭୁବନେଶ୍ୱର :  କଂଗ୍ରେସକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଥିଲା। ତେଣୁ କଂଗ୍ରେସ ଦ୍ୱାରା ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବକୁ ଆମେ କେମିତି ସମର୍ଥନ କରିବୁ। ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାର ଆମର ବହୁ ଦାବି ଓ୍ୱିଶ୍ ଲିଷ୍ଟ(ଦାବି) ପୂରଣ କରିଛି। ତେଣୁ କେନ୍ଦ୍ର ସରକାରଙ୍କ ସମର୍ଥନରେ ଆମେ ରହିବୁ। ଏକଥା ବିଜେପି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ବେଳେ କହିଥିଲେ।  ମଣିପୁର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସୁହାଇବା ଭଳି ଯୁକ୍ତି…

Read More

ODI World Cup 2023; ବିଶ୍ଵକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ଚହଲ ଓ ଅଶ୍ୱିନଙ୍କୁ ମିଳିଲାନି ସ୍ଥାନ

ଆଇସିସି ଦିନିକିଆ ବିଶ୍ୱକପ ୫ ଅକ୍ଟୋବରରେ ଆରମ୍ଭ ହୋବାକୁ ଥିବାବେଳ ଫାଇନାଲ ମ୍ୟାଚ୍ ୧୯ ନଭେମ୍ବରରେ ଖେଳାଯିବ | ତେବେ ବିଶ୍ୱକପ ପାଇଁ ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଦଳର ଦଳ ଘୋଷଣା କରିଛନ୍ତି। ଭାରତୀୟ ଦଳ ଏହାର ପ୍ରଥମ ମ୍ୟାଚ୍ ୮ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ବିସିସିଆଇ ପକ୍ଷରୁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଦିଆ ଯାଇଛି। ଯେଉଁ ଥିରେ ବେଶୀ କିଛି ପରିବର୍ତ୍ତନ…

Read More

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ : ସବୁ ପରିସ୍ଥିତିରେ ନିର୍ବାଚନ ପାଇଁ ପ୍ରସ୍ତୁତ ରୁହ..

ଭୁବନେଶ୍ୱର :  ଆଗୁଆ ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇ ସାରିଥିଲେ। ହେଲେ ହଠାତ୍ ସଂସଦର ବିଶେଷ ଅଧିବେଶନ ଡକାଯାଇଛି। କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ତେଣୁ ଆମକୁ ସଦା ପ୍ରସ୍ତୁତ ରହିବାକୁ ପଡିବ ବୋଲି ବିଜେଡି ପରିଚାଳନା କରୁଥିବା ଜଣେ ବ୍ୟକ୍ତି ଦଳୀୟ ନେତା ମାନଙ୍କୁ କହିଛନ୍ତି। ନବୀନ ନିବାସରେ ସୋମବାର ଅପରାହ୍ନରେ ଆୟୋଜିତ ବୈଠକରେ ଉପରୋକ୍ତ ବିଷୟ ନେଇ ଆଲୋଚନା ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ରାଜ୍ୟ ବୁଲା…

Read More

ନିର୍ବାଚନୀ ଚାନ୍ଦା ଆଦାୟ କରିବାରେ ବିଜେପି ନଂ- ୧

ଭୁବନେଶ୍ୱର : ଦେଶର ଆଠଟି ରାଜନୈତିକ ଦଳର ଘୋଷିତ ସମ୍ପତ୍ତିର ପରିମାଣ ହେଉଛି ୮୮୨୯.୧୫୮ କୋଟି ଟଙ୍କା । ୨୦୨୧-୨୨ ବର୍ଷ ପାଇଁ ଆଠଟି ଦଳର ଏତିକି ସମ୍ପତ୍ତି ଦର୍ଶାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଏମାନଙ୍କ ସମ୍ପତ୍ତିର ପରିମାଣ ୭୨୯୭.୬୧୮ କୋଟି ଟଙ୍କା ଥିଲା ।ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏହି ସୂଚନା ପ୍ରଦାନ କରିଛି । ୨୦୨୧-୨୨ ବର୍ଷ ପାଇଁ ଏହି ସମ୍ପତ୍ତି ସୂଚନା ଦେଇଥିବା ଏହି ୮ଟି ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ,…

Read More