Odisha Patrika

ଜଳେଶ୍ୱର କଂଗ୍ରେସ ବିଧାନସଭା ପ୍ରାର୍ଥୀତ୍ୱକୁ ନେଇ ରାଜନୀତି ସରଗରମ, ନବଜ୍ୟୋତି- ସୁଦର୍ଶନ ଗୋଷ୍ଠୀ ଛକାପଞ୍ଝା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି। ଏହି ଆସନରୁ ବିଧାୟକ ଥିବା ଅଶ୍ୱିନୀ ପାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଛନ୍ତି। ଏହି ଆସନ କେତେବେଳେ ବିଜେଡି ତ କେତେବେଳ କଂଗ୍ରେସ ହାତେଇ ଥାଏ। ମାତ୍ର ବିଗତ ଦୁଇଥର ଯାକ ଏହି ଆସନରେ କଂଗ୍ରେସ ବିଜୟୀ ହୋଇଛି। ଗତବର୍ଷ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏହାର କୁଫଳ ବାଲେଶ୍ୱର ସଂସଦୀୟ ଆସନରେ ପଡ଼ିଥିଲା।       …

Read More

ODI WORLD CUP 2023 ; ଆସନ୍ତାକାଲି ଘୋଷଣା ହେବ ବିଶ୍ବକପ ପାଇଁ ଭାରତୀୟ ଦଳ ; ଏହି ଦୁଇ ଖେଳାଳିଙ୍କ ଚୟନ ଉପରେ ରହିବ ସଭିଙ୍କ ନଜର…

କ୍ରିକେଟ୍ ବିଶ୍ୱକପ୍ ର ପ୍ରଥମ ମ୍ୟାଚ୍ 5 ଅକ୍ଟୋବରରୁ ଅନୁଷ୍ଠିତ ହେବାକୁ ଯାଉଛି  | ସେହିପରି  ଟୁର୍ନାମେଣ୍ଟର ଅନ୍ତିମ ମ୍ୟାଚ୍ 19 ନଭେମ୍ବରରେ ଖେଳାଯିବ | ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ 8 ଅକ୍ଟୋବରରେ ଚେନ୍ନାଇରେ ଖେଳାଯିବ | ତେବେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ମଙ୍ଗଳବାର ଘୋଷଣା କରାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ…

Read More

Free Aadhaar Update ; ଏମିତି କରନ୍ତୁ ମାଗଣାରେ ଆଧାର ଅପଡେଟ୍ …

ଆଧାର କାର୍ଡ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପତ୍ର ଭାବେ ପରିଣତ ହୋଇଛି |କୌଣସି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ଆବଶ୍ୟକତା ପଡିଥାଏ  | ଏଭଳି ପରିସ୍ଥିତିରେ ଆଧାର ପ୍ରଦାନକାରୀ ସଂସ୍ଥା ସମୟ ସମୟରେ ଆଧାରରେ ଅନେକ  ତଥ୍ୟକୁ ଅପଡେଟ କରି କରିବାକୁ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆକୁ ଆଦେଶ ଦେଇଥାଏ  । କୋଟି କୋଟି ଆଧାର ବ୍ୟବହାରକାରୀଙ୍କ ମଧ୍ୟରେ ଆଧାର ଅପଡେଟ୍ କୁ ପ୍ରୋତ୍ସାହିତ କରିବା ପାଇଁ UIDAI ମାଗଣା ଆଧାର…

Read More

Asia cup 2023 ; ଏସିଆ କପରେ ଭାରତ – ପାକିସ୍ତାନର ପରିସଂଖ୍ୟାନ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ଭୁବନେଶ୍ବର : ଏସିଆ କପ 2023ରେ ଯେଉ ମ୍ୟାଚର ସଭିଙ୍କୁ ଅପେକ୍ଷା ଥିଲା । ଆଉ କିଛି ଘଣ୍ଟାର ପରେ ସେହି ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଏହି ମହାମୁକାବିଲା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଅପରାହ୍ନ 3ଟାରେ ଶ୍ରୀଲଙ୍କାର କାଣ୍ଡିରେ ଅନୁଷ୍ଟିତ ହେବ । ତେବେ ଏହି ପଡୋଶି ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ମହାସମର ଦେଖିବାକୁ ଦୁଇ ଦେଶର ଖେଳ ପ୍ରେମୀଙ୍କ ମନରେ ଦେଖାଦେଇଛି ଉତ୍ସାହ । ତେବେ ଏସିଆ କପରେ…

Read More

ଜଳିଗଲା ଆଦିବାସୀ ଯୁବକ, ଘଟଣାକୁ ଚାପି ଦେଲେ ସେ ସମୟର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଓ ପୁଲିସ୍ ମହାନିର୍ଦ୍ଦେଶକ..ଜାଣନ୍ତୁ ସେ ହୃଦୟ ବିଦାରକ ଇତିହାସ…

ଭୁବନେଶ୍ୱର : ଅଳ୍ପ ବିଦ୍ୟା ଭୟଙ୍କର। ଏହି କଥା ଯଥାର୍ଥତା କେତେ, ତାହା ଜାଣିବାକୁ ପ୍ରାୟ ତିନି ଦଶନ୍ଧି ତଳକୁ ଚାଲିଯିବା। ମଣ୍ଡଳ କମିସନଙ୍କ ସୁପାରିସ୍ ଦ୍ୱାରା ରାଜ୍ୟର ୯୪ ପ୍ରତିଶତ ଲୋକ ଉପକୃତ ହେବାର ରାସ୍ତା ଫିଟାଯାଇଥିଲା। ହେଲେ ଯେଉଁମାନେ ଏହାର ଫାଇଦା ପାଇବେ, ସେହିମାନଙ୍କୁ ଅନ୍ଧାରରେ ରଖି ମଣ୍ଡଳ କମିସନ୍ ବିରୋଧରେ ସେମାନଙ୍କୁ ମତା ଯାଇଥିଲା। ଯାହାର ଫଳ ଆଜି ବି ଓଡ଼ିଶା ଭୋଗୁଛି। ରାଜ୍ୟର ଅଧା ଜନସଂଖ୍ୟା ସେମାନଙ୍କ ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାରୀ…

Read More

ଏନଡିଏକୁ ମୁକାବିଲା କରିବା ପାଇଁ  ବିଭିନ୍ନ କମିଟି ଗଠନ କଲା ବିରୋଧି ମେଣ୍ଟ ଇଣ୍ଡିଆ

ମୁମ୍ବାଇ : ବିଜେପି  ନେତୃତ୍ୱାଧିନ ୩୮ଟି ଦଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ତଥା ଏନଡିଏ ବିରୋଧରେ ଲଢ଼ିବା ପାଇଁ ୨୬ଟି ବିରୋଧୀ ଦଳ  ମେଣ୍ଟ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଆଜି ବୈଠକ ପରେ  ୧୪ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି। ସବୁ ଦଳର ଜଣେ ଲେଖାଏ ସଦସ୍ୟ ଏହି କମିଟିରେ ଅଛନ୍ତି।  ଏହି ମେଣ୍ଟର ସବୁଠୁ ଲୋକପ୍ରିୟ ନେତା ରାହୁଲ ଗାନ୍ଧୀ ଏବଂ ପରିପକ୍ୱ ରାଜନେତା ନୀତୀଶ କୁମାରଙ୍କୁ କେଉଁ କମିଟିରେ…

Read More

Paytm Payments Bank; ୧୦୦ ଟଙ୍କା ବିନିଯୋଗରେ କରନ୍ତୁ FD ୬.୨୫ ପ୍ରତିଶତ ହାରରେ ପାଆନ୍ତୁ ସୁଧ …

ନୂଆଦିଲ୍ଲୀ; ଆଜି ବି ବିନିଯୋଗ କରାଇବାରେ ଅଧିକାଂଶ ଲୋକ ଫିକ୍ସଡ୍ ଡିପୋଜିଟ୍ ଅର୍ଥାତ୍ FD କୁ ବାଛନ୍ତି । ପୁଞ୍ଜି ବିନିଯୋଗ କ୍ଷେତ୍ରରେ FD ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ, ଯେଉଁଥିରେ ରିଟର୍ଣ୍ଣ ଗ୍ୟାରେଣ୍ଟି ସହିତ ରିଟର୍ନ ମଧ୍ଯ ମିଳିଥାଏ । ଏଥିରେ, ସେଭିଂ ଆକାଉଣ୍ଟ ଅପେକ୍ଷା ଅଧିକ ରିଟର୍ନ ଉପଲବ୍ଧ । ଅଧିକାଂଶ ବ୍ୟାଙ୍କରେ, ପରିପକ୍ୱତା ଅବଧି ପୂର୍ବରୁ FD ଭାଙ୍ଗିବା ପାଇଁ ସୁଧ ଆଦାୟ କରାଯାଏ । ଯଦି ଆପଣ ଏମିତି…

Read More

Asia Cup 2023 ; ଭାରତ – ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ବ୍ୟାଟରଙ୍କୁ ସର୍ତକ କରାଇଲେ ଏହି ଖେଳାଳି…

କ୍ରିକେଟ୍ ପ୍ରେମୀ ଏସିଆ କପ୍ ୨୦୨୩ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ସେପ୍ଟେମ୍ବର ୨ ରେ ଶ୍ରୀଲଙ୍କାର କାଣ୍ଡିସ୍ଥିତ ପାଲଲେକେ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚକୁ ନେଇ ଦୁଇ ଦଳ ମଧ୍ୟରେ ବୟାନ ବାଜି ଦେଖିବାକୁ ମିଳୁଛି। ଏସିଆ କପ୍ 2023 ରେ ନେପାଳ ବିପକ୍ଷରେ ଏକ ବଡ଼ ବିଜୟ ପାଇ ସାରିବାପରେ ପାକିସ୍ତାନ…

Read More

କ’ଣ ରହିଛି ଅଦାନୀଙ୍କ ଚାଇନା ସହ ଲିଙ୍କ୍ ଜାଣନ୍ତୁ…

ଅତୀତ‌ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କରିଥିବା ତଦନ୍ତଠାରୁ ଆରମ୍ଭ କରି ଏବେ ଓସିସିଆରପି ଆଣିଥିବା ଅଭିଯୋଗରେ ଦୁଇ ଜଣ ବିଦେଶୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି । ଏହି ଦୁଇ ବ୍ୟକ୍ତିଙ୍କ ଶିଳ୍ପପତି ଗୌତମ ଆଦାନିଙ୍କ ସହ ଏହି ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ଆଗକୁ…

Read More

ବିଦ୍ୟୁତ ଚୋରି ଘଟଣା ଚିହ୍ନଟ : ବ୍ରହ୍ମପୁରରେ ସୃଷ୍ଟି ହେଲା ମାଇଲଖୁଣ୍ଟ

~ ଟିପିଏସ୍ଓଡିଏଲ୍ ଦ୍ଵାରା ପର୍ବ ପର୍ବାଣି ପାଇଁ ନିର୍ଦ୍ଦେଶାବଳୀ ଲାଗୁ~ ମଣ୍ଡପ ଏବଂ ଅସ୍ଥାୟୀ ଦୋକାନ ପାଇଁ ଅସ୍ଥାୟୀ ସଂଯୋଗ ନିଆଯାଇପାରିବ ବ୍ରହ୍ମପୁର: ଟିପିଏସ୍ଓଡିଏଲ୍ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏନଫୋର୍ସମେଣ୍ଟ ଟିମ ବିଜୁଳି ଚୋରିର ଚିହ୍ନଟ ଓ ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସମସ୍ତ କର୍ମଚାରୀମାନଙ୍କ ସମନ୍ୱୟ ଏବଂ ପରିଶ୍ରମ ଦ୍ଵାରା ପ୍ରାରମ୍ଭିକ ରିପୋର୍ଟ ଗ୍ରହଣଠାରୁ ଆରମ୍ଭ କରି ଜରିମାନା ଆଦାୟ ପର୍ଯ୍ୟନ୍ତ ମାତ୍ର ୪୬ ମିନିଟ୍ ସମୟ ସୀମା…

Read More