Odisha Patrika

ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି

ମୁମ୍ବାଇ: ବଢ଼ିବାକୁ ଯାଉଛି  ଭାରତୀୟ ନୌସେନାର ସାମର୍ଥ୍ୟ ଓ ବଳ । ନୌସେନାରେ ସାମିଲ ହେବ ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଆସନ୍ତାକାଲି ଭାରତୀୟ ନୌସେନାରେ ସାମିଲ ହେବ ଏହି ଜାହାଜ । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକରଙ୍କ ପତ୍ନୀ ସୁଦେଶ ଧନକର ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିବେ । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A ପ୍ରକଳ୍ପ ଅଧିନରେ…

Read More

ଓଡ଼ିଶା ବିଧାନସଭାକୁ ମିଳିବ କି ପ୍ରଥମ ମହିଳା ବାଚସ୍ପତି ! ଖୁବ୍ ଶୀଘ୍ର ହେବ ଆନୁଷାଙ୍ଗିକ ଘୋଷଣା

ଭୁବନେଶ୍ୱର : ସେପ୍ଟେମ୍ବର ମାସ ୨୨ ତାରିଖରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଖାଲି ପଡ଼ିଥିବା ବାଚସ୍ପତି ପଦ ନେଇ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏହି ପଦରେ ଜଣେ ମହିଳାକୁ ବସାଇବା ପାଇଁ ବିଜେଡି ଚାହୁଁଥିବା ଜଣାପଡିଛି। ଏନେଇ ଏକାଧିକ ନାଁ ଉପରେ ଆଲୋଚନା କରାଯାଇଛି। ଏମିତି କି ମନ୍ତ୍ରୀ ଥିବା ପ୍ରମିଳା ମଲ୍ଲିକ ଏବଂ ଉଷା ଦେବୀଙ୍କ କଥା ମଧ୍ୟ ଆଲୋଚନା ହୋଇଛି। ମାତ୍ର ଏହି ପଦ…

Read More

ଭାରତୀୟ ଦଳରେ କାହାର ସବୁଠୁ ଦାମୀ ବ୍ୟାଟ୍ …

କ୍ରିକେଟ୍ ଭାରତର ସବୁଠୁ ଲୋକପ୍ରିୟ ଖେଳ ଅଟେ । ଗାଁର ଗଳିକନ୍ଦିରୁ ଆରମ୍ଭ କରି ଦେଶର କୋଣ – ଅନୁକୋଣ ପର୍ଯ୍ୟନ୍ତ ସବୁଠି ଏହି ଖେଳର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ତେବେ ଏହି ଖେଳରେ ଭାରତୀୟ କ୍ରିକେଟ୍ ପରିଷଦ ବା ବିସିସିଆଇ ବିଶ୍ବ କ୍ରିକେଟର ସବୁଠୁ ଧନୀ ପରିଷଦ ଅଟେ । ସେହିପରି ଭାରତୀୟ ଖେଳାଳି ମଧ୍ୟ ଅନ୍ତଃରାଷ୍ଟ୍ରୀୟ ଖେଳାଳିଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛନ୍ତି ।ତେବେ ଟିମ୍ ଇଣ୍ଡିଆର ଏହି ଷ୍ଟାର ମାନେ ତାଙ୍କ…

Read More

ସଂସଦର ସ୍ୱତନ୍ତ୍ର ଅଧିବେଶନ ଘୋଷଣା ପରେ ବଢିଲା ଆଗୁଆ ନିର୍ବାଚନ ଚର୍ଚ୍ଚା, ମୋଦି-ଶାହଙ୍କ ନିଷ୍ପତ୍ତିକୁ ଚାତକ ପରି ଅନାଇ ରହିଛି ବିଜେଡି

ଭୁବନେଶ୍ୱର : ଦୁଇ ଦିନ ତଳେ ମମତା ବାନାର୍ଜୀ, ଶରଦ ପାଓ୍ୱାର ଏବଂ ନୀତିଶ କୁମାର ଆଗୁଆ ନିର୍ବାଚନ ନେଇ ପ୍ରାକ୍ ଆକଳନ କରିଥିଲେ। ଗତ ସପ୍ତାହରେ ରାଜ୍ୟ ସରକାର ଆଗୁଆ ବିଧାନସଭା ଭାଙ୍ଗିବା ନେଇ କଣ ପ୍ରକ୍ରିୟା ରହିଛି, ତାହା ରାଜଭବନରୁ ମଗାଇଛନ୍ତି। ଏହି ଚର୍ଚ୍ଚାକୁ 24 ଘଣ୍ଟା ନ ପୂରୂଣୁ ଆଉ ଏକ ଖବର ଜାତୀୟ ଓ ରାଜନୀତିକୁ ହଲଚଲ କରିଦେଇଛି। ଏହି ଖବରଟି ହେଉଛି- କେନ୍ଦ୍ର ସରକାର ସେପ୍ଚେମ୍ବର 18 ରୁ 22…

Read More

ITR-Verification Last Date 2023; ITR ଯାଞ୍ଚ୍ କରିନାହାଁନ୍ତି ତେବେ ଜାଣନ୍ତୁ କ’ଣ ହେବ ଅସୁବିଧା …

ଆପଣ ଯଦି ଆଇଟିଆର ଫାଇଲ ୩୧ ଜୁଲାଇ ବା ତାପୂର୍ବରୁ ଦାଖଲ କରିଛନ୍ତି । ତେବେ ଆଇଟିଆର ଯାଞ୍ଚ କରିବା ପାଇଁ ଆପଣ ପାଖରେ ଆଉ ସମୟ ନାହିଁ । ଯଦି ଆପଣ ଏହାର ଯାଞ୍ଚ କରିନାହାନ୍ତି ତେବେ ଆପଣଙ୍କର ଆୟକର ଇନଭ୍ୟାଲିଡ୍ ହୋଇଯିବ । ଆୟକର ବିଭାଗ ଏକ୍ସ ପ୍ଲାଟଫର୍ମରେ ଏହିପରି ଟିକସଦାତାଙ୍କ ପାଇଁ ସୂଚନା ଜାରିକରିଛି । ତେବେ ଆପଣ ଯଦି ପୂର୍ବରୁ ଆଇଟିଆର ଦାଖଲ କରିନାହାଁନ୍ତି ତେବେ ଏହା ଦାଖଲ କରିବା ପାଇଁ…

Read More

Railway Recruitment 2023; ରେଳବାଇରେ ନିଯୁକ୍ତି , ଜାଣନ୍ତୁ କେତେ ରହିଛି ପଦବୀ ସଂଖ୍ୟା …

ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଜାରି ହୋଇଛି ନିଯୁକ୍ତି ବିଜ୍ଞପ୍ତି । ଏନେଇ କେନ୍ଦ୍ରୀୟ ରେଳବାଇରେ ଦୁଇ ହଜାରକୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ । ଏନେଇ ଆଶାୟୀ ପ୍ରାର୍ଥୀମାନେ ଏହି ଆବେଦନ କରିବାକୁ ଅଫିସିଆଲ୍ ସାଇଟ୍ rrccr.com ଭିଜିଟ୍ କରି ଆବେଦନ କରିପାରିବେ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଉଛି ଆବେଦନ ପ୍ରକ୍ରିୟା । ଏହି ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ । ଏହି ନିଯୁକ୍ତି ଡ୍ରାଇଭ୍ କେନ୍ଦ୍ରୀୟ ରେଳବାଇରେ…

Read More

ରାହୁଲଙ୍କୁ ବୁଝିବାରେ ଭୁଲ୍ କରୁଛି ଓଡ଼ିଶା କଂଗ୍ରେସ, ସାମାଜିକ ନ୍ୟାୟ ବିରୋଧିଙ୍କୁ କୋଳେଇ ନେବାରେ ଦେଖାଉଛି ଆଗ୍ରହ….ମଣ୍ଡଳ କମିସନ ସମୟରେ କ’ଣ ଥିଲା ଏମାନଙ୍କ ଭୂମିକା…

ଭୁବନେଶ୍ୱର : କର୍ଣ୍ଣାଟକ ନିର୍ବାଚନ ଚାଲିଥାଏ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଭିନ୍ନ ଭାଷଣ ମଧ୍ୟରୁ ଗୋଟିଏ ଭାଷଣକୁ ନେଇ ଚର୍ଚ୍ଚା ଧରିଲା। ଏହି ଭାଷଣଟି ଥିଲା-ସଂଖ୍ୟା ଯାହାର ଯେତେ..ଭାଗ ପାଇବ ସିଏ..ସେତେ । ଏହି ବକ୍ତବ୍ୟ ପରେ କଂଗ୍ରେସ ଶିବିରରେ ଉତ୍ସାହ ଆସି ଯାଇଥିଲା। କର୍ନାଟକ ଫଳାଫଳ ମଧ୍ୟ ଭଲ ହେଲା। ନୋଏଡ଼ା କୈନ୍ଦ୍ରିକ ଗଣମାଧ୍ୟମ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରସ୍ତୁତ କରିବାକୁ ଲାଗିଲା। ହେଲେ କଂଗ୍ରେସର ଶୀର୍ଷ ନେତୃତ୍ୱ ଏବଂ କର୍ନାଟକ…

Read More

Asia Cup ; କିଏ ଏହି ଦଳ ଯିଏ ସର୍ବାଧିକ ଥର ଏସିଆ କପ୍ ଜିତିବାର ରେକର୍ଡ ନିଜ ନାମରେ କରିଛି …

ଆଜି ପାକିସ୍ତାନର ମୁଲତାନରେ କ୍ରୀରେଟ ଷ୍ଟାଡିୟମରେ ଏସିଆ କପ୍ ୨୦୨୩ର ପାକିସ୍ତାନ ଓ ନେପାଳ ମଧ୍ୟରେ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଛି । ସେହିପରି ସେପ୍ଟମ୍ବର ୨ ତାରିଖରେ ପାକିସ୍ତାନ ବିରୁଦ୍ଧରେ ଭାରତ ପ୍ରତିଯୋଗିତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କିଏ କେତେ ଥର ଏହି ଟାଇଟେଲ ନିଜ ନାମରେ କରିଛି । ଏସିଆ କପ ପ୍ରଥମେ ୧୯୮୪ (ୟୁଏଇ)ରେ…

Read More

ଯୁବବର୍ଗ ଅର୍ଥନୈତିକ ବିକାଶର ନୂଆ ଆଶା : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର : ଦେଶର ପ୍ରମୁଖ ବାଣିଜ୍ୟ କୈନ୍ଦ୍ରିକ ସଂସ୍ଥା ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି(ଫିକି) ପକ୍ଷରୁ ଦୀର୍ଘ ୩୮ ବର୍ଷ ପରେ ଉତ୍ତର ପ୍ରଦେଶର ଲକ୍ଷ୍ମୌ ଠାରେ ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ରୂପାନ୍ତରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଶ୍ରୀ ଆଦିତ୍ୟନାଥ ବାଣିଜ୍ୟ ଅନୁକୂଳ ବାତାବରଣ ସୃଷ୍ଟି କରିବା , ଆଇନ୍ ଓ ଶୃଙ୍ଖଳା ପରିସ୍ଥିତି,…

Read More

IOCL Recruitment 2023 : IOCLରେ ଚାକିରି ପାଇଁ ବାହାରିଲା ବିଜ୍ଞପ୍ତି ୧୮ ବର୍ଷରୁ ଉର୍ଦ୍ଧ୍ବ କରିପାରିବେ ଆବେଦନ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ( IOCL )ର ବିଭିନ୍ନ ବିଭାଗରେ ୪୯୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି।ଟେକ୍ନିସିଆନ୍, ଟ୍ରେଡ୍ ଆପ୍ରେଣ୍ଟିସ୍ / ଆକାଉଣ୍ଟସ୍ ଏକ୍‌ଜିକ୍ୟୁଟିଭ୍ / ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ (ବୈଷୟିକ ଏବଂ ଅଣ-ଯାନ୍ତ୍ରିକ) ସହିତ ବିଭିନ୍ନ ଟ୍ରେଡ୍ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ଆଇଓସିଏଲର ଅଫିସିଆଲ୍ ୱେବସାଇଟ୍ www.iocl.com/apprenticeships…

Read More