Asia Cup 2023; ରାହୁଲଙ୍କ ଅନୁପସ୍ଥିତି, ଆଣିପାରେ ସଞ୍ଜୁଙ୍କ ପାଇଁ ସୁଯୋଗ …
ଭୁବନେଶ୍ଵର; କେଏଲ ରାହୁଲ ଏସିଆ କପ୍ର ପ୍ରଥମ ୨ଟି ମ୍ୟାଚରେ ଅନୁପସ୍ଥିତ ରହିବେ। କେ.ଏଲ୍ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବେ, କିନ୍ତୁ ଯଦି ଏହା ପରେ କେଏଲ ରାହୁଲ ନ ଖେଳନ୍ତି, ତେବେ କଣ ସଞ୍ଜୁ ସାମସନ୍ ଏକ ସୁଯୋଗ ପାଇବେ ? ବାସ୍ତବରେ, ଯଦି କେ.ଏଲ୍ ରାହୁଲ ପୁରା ଟୁର୍ନାମେଣ୍ଟରୁ ବାହାରେ ରହିବେ, ତେବେ ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇପାରିବେ | କିନ୍ତୁ ଯଦି…
