Odisha Patrika

Chandrayaan-3 ପରେ ଗଗନାଯାନ ପାଇଁ ଯନ୍ତ୍ରାଂଶ ପ୍ରସ୍ତୁତ କରିବ ସିଟିଟିସି

ଭୁବନେଶ୍ୱର : ଚନ୍ଦ୍ରଯାନ-୩ର ସଫଳତାର ଶ୍ରେୟ କିଛି ମାତ୍ରାରେ ଭୁବନେଶ୍ଵରସ୍ଥିତ ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି) ଯାଉଛି। ରାଜଧାନୀରେ ଥିବା ଏହି ଅନୁଷ୍ଠାନ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ସମୟରେ ଡେନମାର୍କ ସରକାର ଏବଂ କେନ୍ଦ୍ର ସରକାର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ତତ୍କାଳୀନ କଟକ ଏମପି ତଥା ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନାଙ୍କ ପ୍ରସ୍ତାବ କ୍ରମେ ଏହାକୁ ବିକଶିତ କରାଯାଇଥିଲା।…

Read More

କାହିଁକି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି ଅପରାଜିତା

ଭୁବନେଶ୍ୱର: ଶୀର୍ଷକଟି ପଢି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଅମୂଳକ ନୁହେଁ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଗୋଟିଏ ଦଳର । ମାତ୍ର ଏହା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି। ଯାହା ଦିନକୁ ଦିନ ଅଧିକ ଦୃଶ୍ୟମାନ ହେବାରେ ଲାଗିଛି। ବିଗତ ସପ୍ତାହରେ ସାଂସଦ ମହୋଦୟା ତାମିଲ ଖଣି ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ…

Read More

ଆଗୁଆ ନିର୍ବାଚନ : ରାଜଭବନକୁ ପରାମର୍ଶ ମାଗିଲେ ଓଡ଼ିଶା ସରକାର Exclusive …

ଭୁବନେଶ୍ୱର : ୨୦୦୪ ମସିହାରେ ଓଡ଼ିଶା ବିଧାନସଭା ଭଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ସହ ବିଧାନସଭା ନିର୍ବାଚନ ପାଇଁ ସୁପାରିଶ କରିଥିଲେ। ଧାର୍ଯ୍ୟ ସମୟର ପ୍ରାୟ ବର୍ଷକ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ। ସେତେବେଳେ ବିଜେଡିର ବିଜେପି ସହ ମେଣ୍ଟ ମଧ୍ୟ ରହିଥିଲା। ପୂର୍ବାପେକ୍ଷା ଆସନ ମେଣ୍ଟ କିଛି ଆସନ ହରାଇଥିଲା। ହେଲେ ଦ୍ୱିତୀୟ ଥର ସରକାର ଗଢିବାରେ ସଫଳ ହୋଇଥିଲା। ତେଣୁ ସେ ସମୟରେ ବିଧାନସଭା ଭଙ୍ଗ କରିବା ପରିପ୍ରେକ୍ଷୀରେ କଣ ସବୁ…

Read More

PM jeevan Jyoti Bima Yojana; ମାତ୍ର ୪୩୬ ଟଙ୍କାରେ ମିଳିବ ୨ ଲକ୍ଷର ବୀମା କେମିତି ଜାଣନ୍ତୁ …

ଦେଶର ନାଗରିକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ ଏବଂ ସୁରକ୍ଷିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଚଳାଉଛନ୍ତି। ଏହିପରି ଗୋଟିଏ ଯୋଜନା ହେଉଛି ପ୍ରଧାନ ମନ୍ତ୍ର ଜୀଭନ୍ ଜ୍ୟୋତି ବିମା ଯୋଜନା (PM jeevan Jyoti Bima Yojana )। ଏହି ବୀମା ଯୋଜନା ମାଧ୍ୟମରେ ସରକାର ଦେଶର ପ୍ରତ୍ୟେକ ବିଭାଗର ନାଗରିକଙ୍କୁ ବହୁତ କମ୍ ଟଙ୍କାରେ ବୀମା ଯୋଗାଉଛନ୍ତି। ଯେକୌଣସି ନାଗରିକ ବାର୍ଷିକ ମାତ୍ର ୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

Read More

ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର ; କେମିତି ମାଗଣାରେ ଦେଖିବେ OMG -2 ଜାଣନ୍ତୁ…

ଅକ୍ଷୟ କୁମାରଙ୍କ ଫିଲ୍ମ OMG 2 ର OTT ରିଲିଜ୍ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି | ଏହି ଫିଲ୍ମ ଖୁବ୍ ଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ କରାଇବାକୁ ଯାଉଛି|ତେବେ ଆସନ୍ତୁ ଜାଣିବା କେବେ ଓ କେଉଁଠି ହେବ ରିଲିଜ୍। ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ପ୍ରେକ୍ଷାଳୟରେ ଆଗଷ୍ଟ ୧୧ ତାରିଖରେ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ସମାଲୋଚକଙ୍କ ସହିତ ଲୋକ ମଧ୍ୟ ପସନ୍ଦ କରିଛନ୍ତି। ଯୌନଶିକ୍ଷାକୁ ଏହି ଚଳଚ୍ଚିତ୍ରରେ ସୁନ୍ଧର ଭାବେ…

Read More

ମୁଁ କ’ଣ କହିଛି, ସେ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖନ୍ତୁ , ମୋ ଉପରେ ଆକ୍ରମଣ କରିଥିବା ଲୋକଙ୍କ ଉପରେ ଦଫା କାହିଁକି ଲାଗିବନି ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଜଣେ ଜନ ପ୍ରତିନିଧି। ବିଧାୟକ ବି ଜନ ପ୍ରତିନିଧି। ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ ହେଲେ ଦଫା ଲାଗୁଛି। ହେଲେ ବିଧାୟକ ଭାବେ ମୁଁ ଜନ ପ୍ରତିନିଧି ମୋ ଉପରକୁ ଅଣ୍ଡା ମାଡ଼ ହେଲା, ହେଲେ କାହିଁକି ୩୦୭ ଧାରା ଲାଗିଲା ନାହିଁ ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ତାଙ୍କ ନାଁରେ ସଚିବ ଶୁକ୍ରବାର ଯେଉଁ କଥା ସବୁ କହିଲେ, ତାହା ମିଛ। ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅଭିଯୋଗ…

Read More

ଜଣେ ଅଫିସର କାହିଁକି ଅଭିଯୋଗ ଶୁଣାଣି ପାଇଁ ବୁଲିବେ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜରୁରୀକାଳୀନ ପରିସ୍ଥିତିକୁ ନେଇ ଏକ ସମ୍ପାଦକୀୟ ଲେଖିଥିଲେ। ଯାହାର ଶୀର୍ଷକ ଥିଲା ଅତି ଲେମ୍ବୁ ଚିପୁଡିଲେ ପିତା। ବର୍ତ୍ତମାନ ରାଜ୍ୟରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ଚନ୍ଦ୍ରାୟନ ସଫଳ ହେଉଛି। ବୈଷୟିକ ବିଦ୍ୟାର ଏପରି ଯୁଗରେ ଅଭିଯୋଗ ଆଣିବା ପାଇଁ ନିର୍ଦ୍ଦିଷ୍ଟ ଅଧିକାରୀ ଗସ୍ତ କରିବା ଓ ତାଙ୍କ ଗସ୍ତକୁ ନେଇ ଅଯଥା ରାଜନୀତି ହେବା ନିଷ୍ପତ୍ତି ହାସ୍ୟାସ୍ପଦ । ଏହା ଦ୍ୱାରା ବହୁତ ଅର୍ଥ ଖର୍ଚ୍ଚ ହେଉଛି।…

Read More

ଦିନିକିଆ ଏସିଆ କପରେ ସର୍ବାଧିକ ରନ୍ କରିଥିବା ୫ଜଣ ଶ୍ରେଷ୍ଠ ଖେଳାଳି । ଯେଉଁଥିରେ ସାମିଲ୍ ଅଛନ୍ତି ଏହି ୨ ଭାରତୀୟ …

ଏସିଆ କପ ୨୦୨୩ ଅଗଷ୍ଟ ୩୦ରେ ଆରମ୍ଭ ହେବାକୁ ଯାଉଛି । ଏଥର ଏହି ପ୍ରତିଯୋଗୀତା ଦିନିକିଆ ପର୍ମାଟରେ ଖେଳାଯିବ । ତେବେ ଆସନ୍ତୁ ଜାଣିବା ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିଥିବା ଶ୍ରେଷ୍ଟ ୫ ଖେଳାଳି କିଏ ।

Read More

ଗଦର-୨ କଲେକ୍ସନରେ ପ୍ରତିବନ୍ଧକ ସାଜିଲା ଏହି ଚଳଚ୍ଚିତ୍ର ଜାଣନ୍ତୁ…

ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର ୨ ରିଲିଜ୍ ହେବାର ଦୁଇ ସପ୍ତାହ ପୂରଣ କରିଛି | ଦୁଇ ସପ୍ତାହ ମଧ୍ୟରେ ଫିଲ୍ମ ୪୦୦ କୋଟି ମାର୍କ ଅତିକ୍ରମ କରିଛି। ଗଦର ୨ ତଥାପି ପ୍ରଶଂସକଙ୍କ ହୃଦୟରେ ରାଜ କରୁଛି| ବର୍ତ୍ତମାନ ଗଦର 2 ର ରୋଜଗାର ଧୀରେ ଧୀରେ ହ୍ରାସ ପାଉଛି, ଯେଉଁଥିପାଇଁ ଏହି ଚଳଚିତ୍ର ୪୫୦ କୋଟିର କ୍ଲବରେ ପ୍ରବେଶ କରିବା ପାଇଁ କଷ୍ଟସାଧ୍ୟ ହୋଇପଡିଛି | ସପ୍ତାହ ଶେଷରେ ଗଦର ୨ ର ରୋଜଗାରରେ…

Read More

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ, ସେପ୍ଟେମ୍ବରରେ ବରିଷ୍ଠ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ ବୋଲି ଜଣାପଡିଛି । କେବଳ ରାହୁଲ ନୁହେଁ, ଯଦି ସବୁକିଛି ଠିକ୍ ହୁଏ, ତେବେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସେହି ମାସରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଅକ୍ଟୋବର ଶେଷ ସପ୍ତାହରେ ଉଭୟ ମଧ୍ୟରୁ ଜଣଙ୍କର କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ ବୋଲି ଜଣାପଡିଛି। ଖଡିଆର  କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଶୁକ୍ରବାର ଗଣମାଧ୍ୟମକୁ ରାହୁଲଙ୍କ ଗସ୍ତ ନେଇ ସୂଚନା ଦେଇଛନ୍ତି।…

Read More