Odisha Patrika

IAS ପ୍ରଦୀପ ଜେନାଙ୍କ ପରେ କାହାକୁ Chief Secretary କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନିଜ ପ୍ରଶାସନିକ କ୍ୟାରିୟରରେ ୩୪ ବର୍ଷ ପୂରଣ କରିଛନ୍ତି। ସୋମବାର ଶ୍ରୀ ଜେନା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଟୁଇଟ୍ ରେ ତାଙ୍କୁ ବିଭିନ୍ନ ବର୍ଗ ପକ୍ଷରୁ ଶୁଭେଚ୍ଛା ମଧ୍ୟ ପ୍ରଦାନ କରାଯାଇଛି। ଟୁଇଟ୍ ମାଧ୍ୟମରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ମୁଁ ୩୪ ବର୍ଷ ପୂରଣ କରିବ। ମୁଁ ମୋର ସମସ୍ତ ସହକର୍ମୀ, ସାଧାରଣ ଜନତା ଏବଂ ସରକାରଙ୍କୁ ଧନ୍ୟବାଦ…

Read More

ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ସମ୍ମାନରେ ସମ୍ମାନିତ ହେଲେ ଶାଲୁ ଜିନ୍ଦଲ

ନୂଆଦିଲ୍ଲୀ/ଭୁବନେଶ୍ବର, ଅଗଷ୍ଟ ୨୧, ୨୦୨୩: ସାମାଜିକ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ସମାଜିତ ଓ ଆର୍ଥିକ ବିକାଶ ପାଇଁ ଉଲ୍ଲେଖନୀୟ ତଥା ନିରନ୍ତର ସକରାତ୍ମକ ଅବଦାନ ନିମନ୍ତେ ଜଣାଶୁଣା ସମାଜସେବୀ ତଥା ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ସିଏସ୍ଆର୍ ଟାଇମ୍ସ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟସ୍ତର ସିଏସଆର ସମ୍ମିଳନୀ ୨୦୨୩ରେ ଶ୍ରୀମତୀ ଜିନ୍ଦଲ ଏହି ସାମ୍ନାନଜନକ ପୁରସ୍କାରକୁ…

Read More

7th Pay Commission: କର୍ମଚାରୀ ଏବଂ ପେନସନଭୋଗୀଙ୍କ କେବେ ଓ କେତେ ବଢ଼ିବ ମହଙ୍ଗା ଭତ୍ତା ଜାଣନ୍ତୁ…

ଭୁବନେଶ୍ଵର; କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ସରକାରଙ୍କଠାରୁ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି, କିନ୍ତୁ ଏନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ। କେତେକ ଗଣମାଧ୍ୟମ ଦାବି କରିଛନ୍ତି ଯେ, ସେପ୍ଟେମ୍ବର ମାସରେ କେନ୍ଦ୍ରୀୟ କର୍ମଚାରୀ ଏବଂପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇପାରେ । ତଥାପି ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୩୧ ରେ ଜୁନ୍ ମାସ ପାଇଁ AICPI ଇଣ୍ଡେକ୍ସ ପ୍ରକାଶ ପାଇଥିଲା,…

Read More

ସୌମ୍ୟ ବାବୁ ଓଡ଼ିଶାର ପନିରସେଲଭମ୍ ହେବେ ବୋଲି କହିଲେ ରୁବେନ୍, ହେଲେ ଅନ୍ୟ ମାନେ କହିଲେ କଣ…

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକଙ୍କ ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିକଳ୍ପ ହୋଇପାରିବେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ତାଙ୍କର ନିଜର ଖବରକାଗଜ ଏବଂ ଟିଭି ରହିଛି। ତାଙ୍କର ପକେଟ୍ ବହୁତ ଗଭୀର। ସୌମ୍ୟ ବାବୁ ତାମିଲନାଡୁର ପନିରସେଲଭମ୍ ହୋଇପାରିବେ। ଏକଥା ଆମେ କହୁନାହୁଁ। ଏକଥା କହିଛନ୍ତି ଦେଶର ଜଣାଶୁଣା ସାମ୍ବାଦିକ ରୁବେନ୍ ବାନାର୍ଜୀ। ସେ ଏକାଧିକ ଟୁଇଟ୍ କରି ଏହି ମନ୍ତବ୍ୟ ରଖିଛନ୍ତି। କିଛିଦିନ ହେବ ସୌମ୍ୟ ରଞ୍ଜନ ପଟ୍ଟନାୟକ…

Read More

ମେଟ୍ରୋ ଘୋଷଣା ପରେ ବଢୁଛି ଆପାର୍ଟମେଣ୍ଟ ଦର, ଜାଗା କିଣିବାକୁ ଆଗ୍ରହ ଦେଖାଉଛନ୍ତି ବ୍ୟବସାୟ ପ୍ରତିଷ୍ଠାନ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ହେବ। ଏହା କେତେଦୂର କାର୍ଯ୍ୟକାରୀ ହେବ। କେବେ ମେଟ୍ରୋ ଚାଲିବ। ସେ ନେଇ କୌଣସି ସରକାରୀ ଦାବି ନାହିଁ। ମାତ୍ର ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ ଘୋଷଣା , କେତେକ ଜମିର ମୂଲ୍ୟ ବୃଦ୍ଧି କରିଦେଇଛି।   ପ୍ରସ୍ତାବିତ ଅଞ୍ଚଳରେ ଥିବା ଜମି ଦର ପ୍ରାୟ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି। ଗତ ବର୍ଷ ଯେଉଁ ଜମି ବର୍ଗଫୁଟ୍ ପିଛା ତିନି ହଜାର ଥିଲା, ତାହା ଏବେ ପାଞ୍ଚ…

Read More

ଏସିଆ କପ ପାଇଁ ଘୋଷଣା ହେଲା ଭାରତୀୟ ଦଳ; ତିଲକ୍ ଭିତରେ ସଞ୍ଜୁ ବାହାରେ

ଦିଲ୍ଲୀ;ଅଗଷ୍ଚ ୩୦ରେ ଖେଳାଯିବାକୁ ଥିବା ଏସିଆ କପ ପାଇଁ ୧୭ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଯଦି ଦଳ ଉପରେ ନଜର ପକାଇବା ତେବେ ଦଳରୁ ସିନିୟର ବୋଲର ଚହଲଙ୍କ ସମେତ, ଉମରାନ ମଲ୍ଲିକ ଏବଂ ସଂଜୁ ସାମସନଙ୍କୁ ବାଦ୍ ଦିଆଯାଇଛି । ସାମସନଙ୍କୁ ବ୍ୟାକ୍ – ଅପ ୱିକେଟ କିପର ଭାବରେ ଟିମରେ ସ୍ଥାନ ମିଳିଛି । ସେହିପରି କେଏଲ ରାହୁଲ ଓ ଶ୍ରେୟସ ଆୟର ଦଳକୁ ଫେରିବା ପରେ ଟିମ ଇଣ୍ଡିଆର ମିଡିଲ…

Read More

ବଦଳି ପାରେ ଟିମ୍ ଇଣ୍ଡିଆର ଉପଅଧିନାୟକ ପଦ; ବାହାରର ରାସ୍ତା ଦେଖିବେ ପାଣ୍ଡ୍ୟା

ଭୁବନେଶ୍ଵର;୩୦ ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ଆଉ କିଛି ସମୟ ପରେ ଟିମ ଇଣ୍ଡିଆର ୧୭ ଜଣିଆ ଦଳ ଘୋଷଣା କରାଯିବ । ସେହିପରି ଏବେର ପରିସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଭାରତୀୟ ଦଳରେ ପରିବର୍ତ୍ତନର ସମ୍ଭାବନା ସୁନିଶ୍ଚିତ। ଦଳର ଉପଅଧିନାୟକ ପଦରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ୱେଷ୍ଚଇଣ୍ଡିଜରେ ଟି -୨୦ ସିରିଜ ହାରିବା ପରେ ତାଙ୍କର ଏହି ପଦ ବିପଦରେ ପଡିଛି ।ଏହି ପଦ ଏବେ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜରେ…

Read More

ଆସନ ସହ ଜିଲ୍ଲା ବଦଳିବ ଏହି ନେତାମାନଙ୍କର…. କେନ୍ଦ୍ରାପଡ଼ାରୁ ମଇଦାନକୁ ଓହ୍ଲାଇବେ ପ୍ରଶାସିକା …

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡ଼ି ବ୍ୟାପକ ପରୀକ୍ଷାନିରୀକ୍ଷା କରିବାକୁ ଯାଉଛି। ଏହି କ୍ରମରେ ଦଳର କିଛି ପ୍ରମୁଖ ନେତାମାନଙ୍କ ଆସନ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି। ଏହି ତାଲିକାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଏବଂ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ରହିଛନ୍ତି। ସେହିପରି ଜଣେ ଉଚ୍ଚ ଶିକ୍ଷିତା ମହିଳା କେନ୍ଦ୍ରାପଡ଼ା ଜିଲ୍ଲାର  ଯେ କୌଣସି ଆସନରୁ ବିଧାନସଭା ଲଢିବାର ସମ୍ଭାବନା ରହିଛି।…

Read More

ଖୁବ୍ ଶୀଘ୍ର ବାହାରିବ ସରକାରୀ ପଦବୀ, ଜାଣନ୍ତୁ କେଉଁ ପଦବୀରେ କେତେ ପାଇବେ ନିଯୁକ୍ତି….

ଭୁବନେଶ୍ୱର :  ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସିର ଖବର । ପ୍ରାୟ ଆଉ ଦୁଇ ମାସ ମଧ୍ୟରେ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଯାହାଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ ଖାଲି ରହିଥିବା ପଦବୀ ପୂରଣ ହେବ । ଏହିସବୁ ପଦବୀ ପୂରଣ ପାଇଁ OSSSC (Odisha Sub-ordinate Staff Selection Commission) ଏହି ମେଗା ନିଯୁକ୍ତି ଡ୍ରାଇଭ ଆରମ୍ଭ କରିବାକୁ ଯାଉଛି । OSSSC ସୂଚନା ଅନୁଯାୟୀ, ଆସନ୍ତା କିଛି…

Read More

୩ଟି ସ୍ୱର୍ଣ୍ଣ ପଦକ ସହ ଭାରତୀୟ ମହିଳା ରଚିଲେ ଇତିହାସ

ନୂଆଦିଲ୍ଲୀ :  ଜୁନିୟର ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଭାରତ ଇତିହାସ ରଚିଛି। ଜୁନିୟର ବିଶ୍ୱ ଚାମ୍ପିଅନସିପ୍ ଜିତିବାରେ ପ୍ରିୟା ମଲିକ୍ ଭାରତର ଦ୍ୱିତୀୟ ମହିଳା ରେସଲର ଭାବେ ବିବେଚିତ ହୋଇଛନ୍ତି। ସେହିପରି ଅନ୍ୟପକ୍ଷରେ ଭେଟେରାନ ରେସଲର ଅନ୍ତିମ ପଂଘଲ ଅଣ୍ଡର -୨୦ ଟାଇଟଲ ଜିତିବାରେ ସଫଳ ହେଇ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ଭାରତର ବିଜୟ ପରେ ଭେଟେରାନ ରେସଲର ସାକ୍ସି ମଲିକ ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ।ସାକ୍ସି ମଲିକ ଅନ୍ତିମ୍…

Read More