Odisha Patrika

ସରକାରଙ୍କ ଟଙ୍କାରେ କେମିତି କରିବେ ବ୍ୟବସାୟ ଜାଣନ୍ତୁ

ଆଜିକାଲି ବହୁ ସଂଖ୍ୟକ ଯୁବପିଢ଼ି ଚାକିରି କରିବା ପରିବର୍ତ୍ତେ ନିଜର ବ୍ୟବସାୟ ଆରମ୍ଭ କରି ଭଲ ରୋଜଗାର କରି ଅନ୍ୟ ମାନଙ୍କୁ ଚାକିରି ପ୍ରଦାନ କରୁଛନ୍ତି । ଯଦି ଆପଣ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ଏବଂ ଏଥିପାଇଁ ଆପଣଙ୍କ ପାଖରେ ଅର୍ଥ ନାହିଁ ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଅର୍ଥାତ୍ ଯୁବକମାନଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ…

Read More

ଭଗବାନଙ୍କ ଭରସାରେ ଇଏସଆଇ ହସ୍ପିଟାଲ , ଖରା ବେଳେ ଖାଇବାକୁ ଗଲେ ଫେରୁ ନାହାନ୍ତି ଅଧିକାରୀ, ହନ୍ତସନ୍ତ ରୋଗୀଙ୍କ ସମ୍ପର୍କୀୟ  

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଇଏସଆଇ ହସ୍ପିଟାଲକୁ ପ୍ରତିଦିନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଯିବା ଆସିବା ଲାଗି ରହୁଛି। ହେଲେ ଆଶ୍ଚର୍ଯ୍ୟର କଥା ସେମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଅଧିକାରୀମାନେ ଧାର୍ଯ୍ୟ ସମୟରେ ସେଠାରେ ଉପସ୍ଥିତ ରହୁ ନାହାନ୍ତି। କାର୍ଯ୍ୟାଳୟକୁ ଆସିବା ପରେ ମଧ୍ୟାହ୍ନ ଭୋଜନ ବିରତିରେ  ଅଧିକାରୀମାନେ ଥରେ, ଗଲେ କେତେବେଳେ ଫେରିବେ, ତାହା କାହାକୁ ଜଣାନାହିଁ। ମଧ୍ୟାହ୍ନ ଗୋଟାଏରୁ ଦୁଇଟା ପର୍ଯ୍ୟନ୍ତ ଲଞ୍ଚ ପାଇଁ ବ୍ରେକ୍ ରହିଛି। ହେଲେ…

Read More

ଶାସ୍ତ୍ରୀଙ୍କ ମନ୍ତବ୍ୟରେ ସୂର୍ଯ୍ୟ ଓ ଶ୍ରେୟସଙ୍କ ଠାରୁ ଭଲ ଏହି ଖେଳାଳି

ଭୁବନେଶ୍ଵର;ଦିନିକିଆ ବିଶ୍ବକପ୍ ପାଇଁ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଟିମ୍ ଇଣ୍ଡିଆ ପାଇଁ ଆହତ ଏକ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଭାରତୀୟ ଦଳର ୪ ନମ୍ବର ସ୍ଥାନ ପାଇଁ ଶ୍ରେୟସ ଆୟର ଏବଂ ସୂର୍ଯ୍ୟ କୁମାରଙ୍କଠାରୁ ତିଲକ ଭର୍ମା ଏହି ଦୈଡରେ ଆଗରେ ରଖିଛନ୍ତି । ୧୫ ଦିନ ପୂର୍ବରୁ ୨୦୨୩ ବିଶ୍ବକପରେ ତିଲକ ଭର୍ମାଙ୍କୁ ସ୍ଥାନ ଦିଆଯିବା ନେଇ କେହି ଚିନ୍ତା…

Read More

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

ଭୁବନେଶ୍ୱର; ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ…

Read More

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର

ଭବାନୀପାଟଣା : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅୟୋଜନ କରାଯାଇଛି । ବିଶ୍ୱବିଦ୍ୟାଳୟର ଛାତ୍ର-ଛାତ୍ରୀ ତଥା ସ୍ଥାନୀୟ ଯୁବକମାନେ ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିଥିଲେ । ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର…

Read More

ରୋଟାରୀ କ୍ଲବ ଭୁବନେଶ୍ୱର ମିଡୋଜ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଉଦ୍ଘାଟିତ

ଆଜି ସ୍ଵାଧୀନତା ଦିବସ ପାବନ ଅବସରରେ ରୋଟାରୀ କ୍ଳବ୍ ଭୁବନେଶ୍ବର ମିଡୋଜ୍ ଓ ରୋଟାରାକ୍ଟ କ୍ଳବ୍ ଭୁବନେଶ୍ବର ସନ୍ ସାଇନ୍ ପକ୍ଷରୁ ଡେଙ୍ଗୁ ସଚେତନତା ରଥ ଓ ସାଇକ୍ଲୋଥନ ଆୟୋଜିତ ହୋଇ ଯାଇଅଛି । ଲିଙ୍ଗରାଜ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଏହି ସଚେତନତା ରଥ ଓ ସାଇକ୍ଲୋଥନ୍ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଏସପ୍ଲାନେଡ ମଲ୍ ନିକଟରେ ଶେଷ ହୋଇଥିଲା। ରୋଟାରୀ ଡିଜି ଜୟଶ୍ରୀ ମହାନ୍ତି ଏହି ସଚେତନତା ରଥକୁ ପତାକା ହଲେଇ ଯାତ୍ରାରମ୍ଭ…

Read More

ନବୀନଙ୍କ ପାଇଁ ଲବି କରିବେ ଏହି ତିନୋଟି ସଂସ୍ଥାର ମୁଖ୍ୟ, ଆଗୁଆ ନିର୍ବାଚନ ପାଇଁ ସହମତି ପାଇଁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହି ଖବର ପ୍ରଥମେ ଓଡ଼ିଶା ପତ୍ରିକାରେ ସ୍ଥାନ ପାଇଥିଲା। ଏହା ପରେ ଅନ୍ୟାନ୍ୟ ଗଣମାଧ୍ୟମ ଏନେଇ ଖବର ପରିବେଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ବଭଳି କୌଣସି ସୂଚନା ଦିଆଯାଉନାହିଁ। ହେଲେ ସ୍ୱାଧିନତା ଦିବସ ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀ ଗସ୍ତ କରିବେ। ଆସନ୍ତା ୧୬ ରୁ…

Read More

କେଉଁ ଦଳରୁ ଲଢିବେ ମନ୍ମଥ, ସୁରଙ୍କ ଜନ୍ମଦିନରେ ସୂଚନା ଦେଲେ…

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିର୍ବାଚନମଣ୍ଡଳୀରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, ସେ ନେଇ ସାଧାରଣରେ ଉତ୍ସୁକତା ଜାରି ରହିଛି। ଦିନକ ପୂର୍ବରୁ ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ଜନ୍ମଦିନ ପରେ ଏହି ଆଲୋଚନା ଜୋର ଧରିଛି। କିଛିମାସ ପୂର୍ବରୁ କଂଗ୍ରେସରେ ଜନ୍ମ, କଂଗ୍ରେସରେ ମରଣ ବୋଲି ସୁର ରାଉତରାୟ କହି ବୁଲୁଥିଲେ। ତାଙ୍କ ପୁଅ ବି କଂଗ୍ରେସରୁ ପ୍ରାର୍ଥୀ ହେବ। ସେ ଆଉ ନିର୍ବାଚନ ଲଢିବେ ନାହିଁ। ମାତ୍ର ସୁର ରାଉତରାୟ…

Read More

କାହା ଭାଷଣକୁ ଅଧିକ ଲୋକ ଦେଖିଛନ୍ତି…. ମୋଦି ନା ରାହୁଲ…

ନୂଆଦିଲ୍ଲୀ : ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସ୍ପଷ୍ଟୀକରଣ ପାଇବା ପାଇଁ ଅବିଶ୍ୱାସ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସଙ୍ଗରେ ସଂସଦର ଲୋକସଭାରେ ତିନି ଦିନ ଧରି ଆଲୋଚନା ହେଲା। ପ୍ରଥମ ଦିନ ଗୌରବ ଗୋଗେଇ ଆଲୋଚନା ଆରମ୍ଭ କରିଥିବା ବେଳେ ଦ୍ୱିତୀୟ ଦିନ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ତୃତୀୟ ଦିନ ଟିଏମସିର ମହୁଆ ମୈତ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ…

Read More

ଆଗୁଆ ନିର୍ବାଚନ ହେଲେ ଓଡ଼ିଶାରେ କିଏ ..କେତେ ଆସନ ପାଇବ..ଜାଣନ୍ତୁ

ଭୁବନେଶ୍ୱର : କିଛିଦିନ ତଳେ ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପୂର୍ବରୁ ସିଏମଓର ଜଣେ ପ୍ରଭାବଶାଳୀ ଅଧିକାରୀଙ୍କୁ ଭେଟିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ରାଜନୈତିକ ଟର୍ଚ୍ଚା ଆଲୋଚନା ହୋଇଥିଲା। ଓଡ଼ିଶା ସରକାର ଆଗୁଆ ନିର୍ବାତନ ସପକ୍ଷରେ କୁଆଡେ ମତ ରଖିଥିଲେ। ହେଲେ ଶାହା ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ମାତ୍ର ଶାହା କାହିଁକି ଅଗ୍ରାହ୍ୟ କରିଥିଲେ। ତାହାର ସତ ଧିରେ ଧିରେ ପଦାକୁ…

Read More