Odisha Patrika

ଡାକଘରର ଏହି ମାସିକ ଆୟ ଯୋଜନା ବିଷୟରେ ଜାଣନ୍ତୁ …..

ଭୁବନେଶ୍ବର ;ଦେଶର ସାଧାରଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରେବୃଆରି ମାସରେ ଉପସ୍ଥାପନା କରିଥିଲେ । ଏହି ବଜେଟରେ ଅନେକ ନୂତନ ଯୋଜନା ଘୋଷଣା କରାଯାଇଥିଲା । ଏବଂ ଅନେକ ଯୋଜନାରେ ପରିବର୍ତ୍ତନ ମଧ୍ୟ କରାଯାଇଥିଲା । ଏହା ସହିତ ମାସିକ ଆୟ ଯୋଜନର ଜମା ରାଶିକୁ ଦୁଇ ଗୁଣକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଏହି ନୂତନ ଯୋଜନା ଅନୁଯାୟୀ ଡାକଘର ମାସିକ ଆୟ ଯୋଜନାରେ ବିନିଯୋଗ ପରିମାଣ ସିଧାସଳଖ ଦ୍ୱିଗୁଣିତ ହେବ । ଯେଉଁଥିରେ…

Read More

ଇଣ୍ଡିଆ…ଜିତେଗା ଭାରତ…ସ୍ଲୋଗାନ ସହ ଆଗକୁ ବଢିବେ ବିରୋଧୀ

ବେଙ୍ଗଲୁରୁ : ପ୍ରଥମେ ଆସିଲା ନାଁ। ପୁଣି ବିଳମ୍ବିତ ରାତିରେ ଆସିଲା ଟ୍ୟାଗ୍ ଲାଇନ୍। ୨୦୨୪ ସାଧାରଣ ନିର୍ବାଚନରେ ‘ଏନଡିଏ’କୁ ମୁକାବିଲା କରିବା ନେଇ ପ୍ରଥମେ ଇଣ୍ଡିଆ ନାଁ ଦେଇଥିଲେ। ଏହାର ଟ୍ୟାଗ୍ ଲାଇନ୍ ସ୍ୱରୂପ ‘ଜିତେଗା ଭାରତ୍‌’ ବୋଲି ରଖାଯାଇଛି। ମଙ୍ଗଳବାର ରାତିରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ ବୋଲି ଖବର ସରବରାହ ସଂସ୍ଥାନ ‘ପିଟିଆଇ’ ପକ୍ଷରୁ…

Read More

ଏହି ଦିନ ହେବ ଏସିଆ କପରେ ଇଂଣ୍ଡିଆ – ପାକିସ୍ତାନ ମହାମୁକାବିଲା ଜାଣନ୍ତୁ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ମ୍ୟାଚ୍ ସେପ୍ଟେମ୍ବର ୨ରେ ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ । ତେବେ ଖେଳସୂଚୀ ଅନୁସାରେ ଏଥର ଆୟୋଜକ ପାକିସ୍ଥାନ ୩୦ ଅଗଷ୍ଟରେ ଏସିଆ କପର ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ । ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ଥାନ ଭଲ ପ୍ରଦର୍ଶନ କରନ୍ତି ତେବେ ପୁଣି ୧୦ତାରିଖରେ ଏହି ଚିର ପ୍ରତିଦ୍ବନ୍ଦିଙ୍କୁ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଏନେଇ କ୍ରିକ୍ଇନଫୋ ୱେବ୍ ସାଇଟରୁ ଏହି ସୂଚନା ମିଳିଛି…

Read More

କଳାହୀରାର ଗଡ଼ କିଏ ହେବ ରାଜନୈତିକ ମୁନୀବ !

ତାଳଚେର :  ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ତାଳଚେର ବିଧାନସଭା କ୍ଷେତ୍ରର ସ୍ୱତନ୍ତ୍ର ରାଜନୈତିକ ଗୁରୁତ୍ୱ ରହିଛି। ତାଳଚେର ପୌର ପରିଷଦ ,ତାଳଚେର ବ୍ଲକ ଓ କଣିହାଁ ବ୍ଲକର ସାତୋଟି ଗ୍ରାମ ପଞ୍ଚାୟତକୁ ନେଇ ତାଳଚେର ବିଧାନସଭା କ୍ଷେତ୍ର ।ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ହେତୁ ଏହା ଉପରେ ସମସ୍ତଙ୍କ ନଜର । ଏମସିଏଲ୍, ଏନଟିପିସି  ଭଳି ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଏଠି କାର୍ଯ୍ୟ କରୁଛି । ହଜାର ହଜାର କୋଟି ରାଜସ୍ୱ ଉଭୟ କେନ୍ଦ୍ର…

Read More

କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ଟଙ୍କାର ପ୍ରୋତ୍ସାହନ ; ଉପକୃତ ହେବେ ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ

ଭୁବନେଶ୍ବର ; ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତହେବେ । ଏହି ବୋନସ୍‌ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ ।୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌…

Read More

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ;କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା…

Read More

୨୦୨୪ ସାଧାରଣ ନିର୍ବାଚନ: ଇଣ୍ଡିଆ ବନାମ ଏନଡିଏ ଲଢେଇ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପାଇଁ ଶାସକ ଓ ବିରୋଧ ଦଳ ଆନୁଷ୍ଠାନିକ ମେଣ୍ଟର ଘୋଷଣା କରିଛନ୍ତି। ବିହାରର ପାଟଣା ପରେ କର୍ନାଟକର ବେଙ୍ଗଲୁରୁରେ ବିରୋଧି ଦଳମାନଙ୍କର ବୈଠକ ହୋଇଛି। ଏହି ବୈଠକରେ ୟୁପିଏ ନାମ ପରିବର୍ତ୍ତନ କରି ଇଣ୍ଡିଆ ରଖାଯାଇଛି। ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ…

Read More

ୟୁନିଟ – ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ ଆଳରେ ବନ୍ଦ କରିବା ଚକ୍ରାନ୍ତକୁ ଏଆଇଡିଏସ୍ଓର ବିରୋଧ

ଭୁବନେଶ୍ୱର- ୧୮/୭/୨୩-ଭୁବନେଶ୍ୱର ସ୍ଥିତ ବହୁ ପୁରାତନ ଓ ଲବ୍ଧ ପ୍ରତିଷ୍ଠିତ ୟୁନିଟ -୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଶ୍ରଣ କରିବା ଆଳରେ ବନ୍ଦ କରିବା ଚକ୍ରାନ୍ତକୁ ଏଆଇଡିଏସ୍ଓ ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଦୃଢ ବିରୋଧ କରାଯାଇଛି। ସଂଗଠନର ଭୁବନେଶ୍ୱର ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳାଇ, ଉପସଭାପତି ସପ୍ତର୍ଶିନୀ ରାଉଳ ଏକ ପ୍ରେସ ବିବୃତି ମାଧ୍ୟମରେ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଏହି ହୀନ ଚକ୍ରାନ୍ତରୁ କ୍ଷାନ୍ତ ରହିବାକୁ ଚେତାବନୀ ଦେଇଛନ୍ତି।…

Read More

ଦିନିକିଆ ବିଶ୍ବକପରୁ ୨୭ ଖେଳାଳି କାହିଁକି ପଡିବେ ବାଦ୍ ଜାଣନ୍ତୁ …..

ଟିମ ଇଣ୍ଡିଆ ଦିନିକିଆ ବିଶ୍ବକପ ପ୍ରସ୍ତୁତିରେ ବ୍ୟସ୍ତ ଅଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୨୭ ଜୁଲାଇରୁ ଆରମ୍ଭ ହେଉଛି । ଏହା ପୂର୍ବରୁ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ୱେଷ୍ଟଇଣ୍ଡିଜରେ ମଧ୍ୟ ପହଞ୍ଚିଛନ୍ତି। ସେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡଙ୍କ ସହ ୨୦ ଜଣ ଖେଳାଳିଙ୍କୁ ମନୋନିତ କରିବେ। ୨୦୧୧ ମସିହା ପରଠାରୁ ଭାରତ କୌଣସି ବିଶ୍ବକପ୍ ଜିତି ପାରିନାହିଁ ।…

Read More

ଭାରତକୁ ବିକଶିତ ରାଷ୍ଟ୍ର ହେବାକୁ ଆଉ କେତେ (ଜିଡ଼ିପି) ଆବଶ୍ୟକ ଜାଣନ୍ତୁ….

ଆଜିର ଦିନରେ ଭାରତ ବହୁ ବଡ଼ ବଡ଼ ଦେଶ ମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ବାଣିଜ୍ୟ କରୁଛି । ଏହା ପରେବି ଭାରତ ବିକଶିତ ଦେଶ ହେବାର ଯାତ୍ରା ଲମ୍ବା ପରିଲିକ୍ଷିତ ହେଉଛି । ଯଦି ଭାରତ ବିକଶିତ ରାଷ୍ଟ୍ର ଭାବେ ସଫଳ ପାଇବାକୁ ଚାହୁଁଛି ତେବେ ତାକୁ ଦ୍ରୁତ ଗତିରେ ବିକାଶ କରିବାକୁ ହେବ । ଭାରତ ହାରାହାରି ୭.୬ ପ୍ରତିଶତ ଜିଡିପି ଅଭିବୃଦ୍ଧି ସହିତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଭାବେ…

Read More