Odisha Patrika

ପ୍ରଧାନମନ୍ତ୍ରୀ ପଦକୁ କଂଗ୍ରେସର ନାଁ ; ସମ୍ବିଧାନ ସୁରକ୍ଷାକୁ ପ୍ରାଥମିକତା

ବାଙ୍ଗାଲୁର ; କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ଚାହେଁ ନାହିଁ। କଂଗ୍ରେସ କ୍ଷମତା ମଧ୍ୟ ଚାହେଁ ନାହିଁ। ବିରୋଧୀ ଏକତା ସହ ସମ୍ବିଧାନକୁ ବଞ୍ଚାଇବା ମୂଳଲକ୍ଷ୍ୟ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି । ଦେଶ ପ୍ରଥମେ ସୁରକ୍ଷିତ ରହିବା ଦରକାର। ଦେଶ ସୁରକ୍ଷିତ ରହିଲେ ସମସ୍ତେ ସୁରକ୍ଷିତ ରହିବେ। ଏଥିପାଇଁ ସମ୍ବିଧାନ ସୁରକ୍ଷିତ ରହିବା ଆବଶ୍ୟକ ଆମେ ସେ ଦିଗରେ କାର୍ଯ୍ଯ କରିବା ଦିଗରେ ଶ୍ରୀ ଖଡଗେ କହିଛନ୍ତି। କର୍ଣ୍ଣାଟକର ବେଙ୍ଗଲୁରୁ ଠାରେ ଆୟୋଜିତ ମିଳିତ…

Read More

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ

କେରଳ; ବରିଷ୍ଠ କଂଗ୍ରେସ ନେତା ଓ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଆଜି ଦେହାନ୍ତ ହୋଇଛି। ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ‌ଭାବେ କାର୍ଯ୍ୟ କରିଥିବା ଚାଣ୍ଡିଙ୍କର ଆଜି ସକାଳେ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଚାଣ୍ଡି ଓମେନ ଏକ ଫେସବୁକ ପୋଷ୍ଟରେ…

Read More

ଟିପିଏସ୍ଓଡିଏଲ୍ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା ଉଦଘାଟିତ

• ପ୍ରୟୋଗଶାଳାରେ ବାର୍ଷିକ ୩୫,୦୦୦-୪୫୦୦୦ ମିଟର ପରୀକ୍ଷଣ କରାଯିବ* ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମପୁର: ଓଡ଼ିଶାର ସ୍ଥାନୀୟ ମହିଳାମାନଙ୍କୁ ସଶକ୍ତ କରିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ଏକ ଅତ୍ୟାଧୁନିକ ତଥା ସମ୍ପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ମିଟର ପରୀକ୍ଷଣ ପ୍ରୟୋଗଶାଳା (ମିଟର ଟେଷ୍ଟି ଲାବୋରେଟୋରି) ଉଦଘାଟନ କରାଯାଇଛି। କଂପାନିର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ…

Read More

ଆଜି ବିରୋଧି ଦଳର ସର୍ବୋଚ୍ଚ ନେତାମାନଙ୍କ ରାତ୍ରିଭୋଜନ, ମେଣ୍ଟ ନାଁ, ଆସନ ବୁଝାମଣା ନେଇ ହେବ ଆଲୋଚନା..

ବେଙ୍ଗଲୁରୁ : ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ନାମ ପରିବର୍ତ୍ତନ କରାଯାଇପାରେ। ଏହାକୁ ପୂର୍ବଭଳି ପ୍ରଗତିଶୀଳ ସଂଯୁକ୍ତ ମେଣ୍ଚ ତଥା ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ସବୁ ଦଳର ସହମତି ପରେ ନୂଆ ମେଣ୍ଟର ନାଁ ଦିଆଯିବ। ଏନେଇ ମଙ୍ଗଳବାର ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମହା ବିରୋଧୀ ବୈଠକରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏହି ବୈଠକରେ 22ରୁ ଉର୍ଦ୍ଧ୍ୱ ଦଳ ଯୋଗ ଦେବେ ବୋଲି ଜଣାପଡିଛି।ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍…

Read More

୨ ଦିନ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ; ଆଇଏମଡି

ଭୁବନେଶ୍ବର : ବଙ୍ଗୋପାସଗରରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ଯୋଗଁ  କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ  ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ…

Read More

ହିଞ୍ଜିଳି ସହ ଏହି ଆସନରୁ ଲଢିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ଲମ୍ବୁଛି ପ୍ରସ୍ତାବ….

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବିଧାନସଭା ନିର୍ବାଚନରେ  ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସିଛନ୍ତି। ମାତ୍ର ଗତଥର ହିଞ୍ଜିଳିରେ ଲଢିବା ସହ ପଶ୍ଚିମ ଓଡ଼ିଶାର ବିଜେପୁର ଆସନରୁ ମଧ୍ୟ ଲଢିଥିଲେ। ଆସନ୍ତା ବିଧାନସଭା ନିର୍ବାଚନରେ ମଧ୍ୟ ହିଞ୍ଜିଳି ସହ ଆଉ ଏକ ଆସନରୁ ଲଢିବା ସପକ୍ଷରେ ତାଙ୍କର ନିଜସ୍ୱ ସର୍ଭେକ୍ଷଣ ଟିମ୍ ମତ ରଖିଛି। ହେଲେ ପୂର୍ବପରି ବିଜେପୁର ନ ଛିଡା ହୋଇ ନୂଆ ଆସନରୁ ଛିଡ଼ା ହେବା ପାଇଁ ପ୍ରସ୍ତାବ ଆସିଛି।…

Read More

ଏଟିଏମ୍ କାର୍ଡରେ ପାଇବେ ୫ ଲକ୍ଷର ବୀମା, ଜାଣନ୍ତୁ କେମିତି ……

ଆଜିର ଏ ଡିଜିଟାଲ ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ଏଟିଏମ୍ କାର୍ଡ ନିଶ୍ଚିତ ଥିବ । ମହାମାରୀ କରୋନା ଆସିବା ପରଠୁ ଲୋକମାନେ ପରିବା କିଣାଠୁ ଆରମ୍ଭ କରି ସେଲୁନରେ ଚୁଟି କାଟିବା ପର୍ଯ୍ୟନ୍ତ ସବୁଠି ଏଟିଏମ କାର୍ଡ ଏବଂ ଡିଜିଟାଲ ପେମେଣ୍ଚ ଉପରେ ନିର୍ଭର କରୁଛନ୍ତି । ଏଥିରେ କେବଳ ଏତିକି ସୁବିଧା ନୁହେଁ ଆପଣ ବୋଧ ହୁଏ ଜାଣିନାହାନ୍ତି ଯେ ଏହି କାର୍ଡ ସାହାର୍ଯ୍ୟରେ ଆପଣ ବୀମା ମଧ୍ୟ ପାଇ ପାରିବେ । ତେବେ…

Read More

ସାନଖେମୁଣ୍ଡି ବିଜେଡିରେ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ, ରାଜବାଟିରୁ ଶଙ୍ଖଭବନ ଯାଏଁ ଲମ୍ବିଛି ଅଭିଯୋଗ

ବ୍ରହ୍ମପୁର: ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ  ଗଞ୍ଜାମ ଜିଲାରେ ବିଜେଡ଼ି ସଙ୍ଗଠନ ମଧ୍ୟରେ ଗୋଷ୍ଠୀ କନ୍ଦଳ ସମ୍ପର୍କିତ ଖବର ଅଧିକ ବାହାରକୁ ଆସିଛି। ପ୍ରାୟ ତିନି ବର୍ଷ ତଳୁ ଗୋପାଳପୁର,ଦିଗପହଣ୍ଡିରୁ ଆରମ୍ଭ ହୋଇଥିବା ଏହି ଅସନ୍ତୋଷ ଏବେ ଅନ୍ୟ ଆସନ ଗୁଡିକୁ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି।  ଗତଥର ବିଜେଡି ଜିଲ୍ଲାର ଅନ୍ୟ ୧୨ଟି ଆସନରେ ବିଜୟୀ ହୋଇଥିଲା। ମାତ୍ର ସାନଖେମୁଣ୍ଡି ଆସନରେ ଦଳ ପରାଜିତ ହୋଇଥିଲା। ଏହା ପରେ ଏହି ନିର୍ବାଚନମଣ୍ଡଳୀକୁ ବିଶେଷ ପ୍ରାଧାନ୍ୟ ଦିଆଗଲା।…

Read More

ଏହି ତିନି ଖେଳାଳିଙ୍କ ପାଇଁ ଏବେବି ରହିଛି ବିଶ୍ୱକପ୍ ଖେଳିବାର ସୁଯୋଗ….

ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ ଅକ୍ଚୋବର ୮ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ନିଜର ବିଶ୍ୱକପ୍ ଯାତ୍ରା ଆରମ୍ଭ କରିବ । ଏଥି ସହିତ ଭାରତ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିବାକୁ ଯାଉଛି । ତେବେ ନିକଟରେ ବିସିସିଆଇ ଏସୀୟାନ ଗେମ୍ସ ପାଇଁ ତାର ଦଳ ଘୋଷଣା କରିଛି । କିନ୍ତୁ ଏହି ଦଳରେ ଆଶା କରାଯାଉଥିବା କିଛି ଖେଳାଳିଙ୍କୁ ସ୍ଥାନ ମିଳି ନାହିଁ । ତେବେ ଏପରି ପରିସ୍ଥିତିରେ…

Read More

ଆସିଲା ଆମ ଓଡ଼ିଶା, ନବୀନ ଓଡ଼ିଶା’ ଗାଇଡଲାଇନ୍‌: ପ୍ରକଳ୍ପ ପ୍ରସ୍ତାବ ଦେବେ ଗ୍ରାମବାସୀ, ପଞ୍ଚାୟତ ସମିତି ହାତରେ କାର୍ଯ୍ୟାନ୍ୱୟନ ଦାୟିତ୍ୱ

ଭୁବନେଶ୍ୱର : କେଉଁ ଧର୍ମାନୁଷ୍ଠାନର ବିକାଶ କେମିତି ହେବ ସେକଥା ଲୋକେ ପ୍ରସ୍ତାବ ଦେବେ । ପ୍ରାଥମିକ ଶିକ୍ଷା ଭିତ୍ତିଭୂମି, କ୍ରୀଡ଼ା ବିକାଶ, ମିଶନ ଶକ୍ତି ପାଇଁ ଅତିରିକ୍ତ ସୁବିଧା, ମହିଳା ଓ ଯୁବ ସଶକ୍ତିକରଣ ପାଇଁ କ’ଣ କରାଯିବ ସେ ସଂପର୍କରେ ବି ଗ୍ରାମବାସୀ ଏବଂ ଜନ ପ୍ରତିନିଧି ଦେବେ ପ୍ରସ୍ତାବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦାୟିତ୍ୱ ସମ୍ଭାଳିବ ପଞ୍ଚାୟତ ସମିତି । ନୂଆ ଯୋଜନା “ଆମ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକାରୀ କରିବା ପାଇଁ…

Read More